ପରେଡ ଗ୍ରାଉଣ୍ଡରେ ପଶି ଆସିଲା ହନୁ ମାଙ୍କଡ, ଲାତ ମାରିଲା ଡ୍ରିଲ୍ ଇନ୍ଷ୍ଟ୍ରକଟର୍ଙ୍କୁ, ପରେ କଣ ଘଟିଲା ଦେଖନ୍ତୁ…
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। ଭିଡିଓଟି କେଉଁଠାର କିଛି ଜଣା ପଡିନାହିଁ । କିନ୍ତୁ ଦୃଶ୍ୟ ଦେଖିଲେ ଲାଗୁଛି ଏକ ପୋଲିସ ପରେଡରେ ଜଣେ ଡ୍ରିଲ୍ ଇନ୍ଷ୍ଟ୍ରକଟର୍ ଲାଇନ ବାହାରେ ଡ୍ରିଲ୍…