Browsing Tag

drinking liquor

ରମ୍ ପିଇବା ଦ୍ୱାରା କାହିଁକି ଗରମ ଅନୁଭବ ହୋଇଥାଏ ? ଜାଣନ୍ତୁ ଏହା ପଛର ରହସ୍ୟ

ସମଗ୍ର ବିଶ୍ୱରେ ମଦ୍ୟପାନ କରିବାକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଶୀତ ଦିନରେ ମଦ୍ୟପାନକୁ ଭଲ ପାଉଥିବା ଲୋକମାନେ ରମ୍ ପିଇବାକୁ ପସନ୍ଦ କରନ୍ତି । ଏହା ସହ ଲୋକେମାନେ କହିଥାନ୍ତି ଯେ ରମ୍ ପିଇବା ଦ୍ୱାରା ଶରୀର ଗରମ ରହିଥାଏ । ହେଲେ ଏହା ପଛର…

ଦିଲ୍ଲୀ: ଦୀପାବଳିରେ ପିଇଗଲେ ୩.୮୭ କୋଟିରୁ ଅଧିକ ବୋତଲ ମଦ ! ୪୪୭.୬୨ କୋଟି ରାଜସ୍ଵ ଆୟ

ଦୀପାବଳିର ୧୫ ଦିନ ପୂର୍ବରୁ ମଦ ବିକ୍ରିରେ ରାଜଧାନୀ ଦିଲ୍ଲୀ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଦିଲ୍ଲୀରେ ଅକ୍ଟୋବର ୧୫ରୁ ୩୦ ମଧ୍ୟରେ ୩.୮୭ କୋଟିରୁ ଅଧିକ ବୋତଲ ମଦ ବିକ୍ରି ହୋଇଛି । ଏଥିରୁ ଅବକାରୀ ବିଭାଗ ୪୪୭.୬୨ କୋଟି ଟଙ୍କାର ରାଜସ୍ଵ ଆୟ କରିଛି । ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ…

ପ୍ରତିଶ୍ରୁତି ରଖିଲେ ଏନ ଚନ୍ଦ୍ରବାବୁ ନାଇଡୁ: ନୂଆ ମଦ ନୀତି, ଲଟେରୀ ଜରିଆରେ ମିଳିବ ଲାଇସେନ୍ସ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଦେଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ କମ୍‌ ଦାମରେ ଭଲ କ୍ୱାଲିଟିର ମଦ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ଏବେ ପୂରଣ କରିଛନ୍ତି । ଏନ ଚନ୍ଦ୍ରବାବୁ ନାଇଡୁଙ୍କ…

ଆନ୍ଧ୍ରରେ ବଦଳିଲା ମଦ ନିୟମ, ଏବେ ମାତ୍ର ୯୯ ଟଙ୍କାରେ ମିଳିବ ବୋତଲ !

ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ନୂତନ ମଦ ନୀତି ଲାଗୁ କରିଛନ୍ତି । ଆଜିଠାରୁ ମଦ ଦୋକାନଗୁଡ଼ିକର ଘରୋଇକରଣ କରାଯାଉଛି । ଏହା ସହିତ ସରକାର ମଦ ବିକ୍ରି ଏବଂ ବିତରଣ ନୀତିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଖାସ୍‌ କଥା ହେଉଛି, ମଦପ୍ରିୟ ଲୋକଙ୍କୁ ଏହି ନୀତିରେ ଅନେକ ଆଶ୍ୱସ୍ତି ଦିଆଯାଇଛି ।…

ଦିଲ୍ଲୀରେ ୫ ଦିନ ବନ୍ଦ ରହିବ ମଦ ଦୋକାନ, ସରକାର ଘୋଷଣା କଲେ ଡ୍ରାଏ ଡେ’

ରାଜଧାନୀ ଦିଲ୍ଲୀରେ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର । ଦିଲ୍ଲୀ ସରକାର ଏପ୍ରିଲ ମାସରେ ୫ ଦିନର ଡ୍ରାଏ ଡେ’ ଘୋଷଣା କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏହି ତାରିଖଗୁଡ଼ିକ ମଧ୍ୟ ଘୋଷଣା କରାଯାଇଛି । ଏପ୍ରିଲରେ ଏହି ପାଞ୍ଚ ଦିନ ସମସ୍ତ ମଦ ଦୋକାନ ବନ୍ଦ ରହିବ । ଆପଣ ଏହି ଦିନ ନା…

ମଧ୍ୟପ୍ରଦେଶ: କୋତୱାଲି ଥାନାରେ ମୂଷାଙ୍କ ପାର୍ଟି! ପିଇଦେଲେ ୬୦ ବୋତଲ ମଦ, ଖାଇଦେଲେ ଗଞ୍ଜେଇ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା କୋତୱାଲି ଥାନାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଥାନାର ମାଲଖାନାରେ ରଖାଯାଇଥିବା ୬୦ ବୋତଲ ଜବତ ମଦକୁ ମୂଷାମାନେ ପିଇ ଦେଇଛନ୍ତି। ମୂଷାଙ୍କ ଉତ୍ପାତ ଯୋଗୁ ପୋଲିସ ଏବେ ମୂଷାଧରା ଯନ୍ତା ବସାଇଛି। ଏଥିରେ କିଛି ମୂଷା ମଧ୍ୟ ପଡିଛନ୍ତି। ଏବେ ଏହି ମାମଲା…

ତାମିଲନାଡୁରେ ବିଷାକ୍ତ ମଦ ପିଇ ୧୦ ମୃତ, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁର ଭିଲୁପୁରାମ ଏବଂ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଭିଲୁପୁରାମ ଜିଲ୍ଲାର ମାରାକାନାମ ନିକଟ ଏକକିରାକୁପ୍ପମର ରହୁଥିବା ୬ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଧିକାରୀଙ୍କ କହିବାନୁଯାୟୀ, ଚେଙ୍ଗଲପଟଟୁ ଜିଲ୍ଲାର…

ଚୀନରେ ବନ୍ଦ ହେବ ମଦ! CCP ବୈଠକ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି ସି ଜିନ୍‌ପିଙ୍ଗ୍‌

ଚୀନରେ ବନ୍ଦ ହେବ ମଦ। ଜିନ୍‌ପିଙ୍ଗ୍‌ ସରକାର ମଦ୍ୟପାନ ଉପରେ ଖୁବଶୀଘ୍ର ପ୍ରତିବନ୍ଧକ ଲଗାଇବାକୁ ଯାଉଥିବା ଜଣାପଡ଼ିଛି। ବେଜିଂରେ କମ୍ୟୁନିଷ୍ଟ ପାର୍ଟି ସରକାର ଏ ନେଇ ଏକ ନିଷେଧାଦେଶ ଆଇନ ଲାଗୁ କରିବାକୁ ବିଚାର କରୁଛନ୍ତି। ଏହା କେବଳ ସମସ୍ତ ସରକାରୀ ଅଧିକାରୀ ନୁହନ୍ତି, ବରଂ ସିସିପି (ଚୀନ…

ବିହାର: ସାରଣରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ; ୧୭ରୁ ଅଧିକ ଲୋକ ହରାଇଲେ ଦୃଷ୍ଟିଶକ୍ତି

ବିହାର: ସାରଣ ଜିଲ୍ଲା ମକେର ଥାନା ଅନ୍ତର୍ଗତ ଭାଥା ନୋନିଆ ଟୋଲି ଏବଂ ଭେଲ୍‌ଦି ଥାନା ଅନ୍ତର୍ଗତ ସୋନହୋ ଭାଥା ଗାଁରେ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଏଠାରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକେ ମୃତକଙ୍କ ଅନ୍ତିମ ସଂସ୍କାର କରିଥିବା ବେଳେ ଘଟଣାଟି ସ୍ଥାନୀୟ…

ଗୁଜରାଟରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିଲା, ୧୪ ଜଣକୁ ଅଟକ ରଖିଛି ପୋଲିସ

ଗୁଜରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ୭୦ରୁ ଅଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିପାରେ। ଗତକାଲି…

ବିଷାକ୍ତ ମଦ ପିଇ ୧୯ ମୃତ, ୪୦ରୁ ଅଧିକ ଗୁରୁତର

ଗୁଜୁରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ଏବେସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ବ୍ୟକ୍ତି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିପାରେ। ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଅଯୋଧ୍ୟା ରାମ ମନ୍ଦିର ଅଞ୍ଚଳରେ ବିକ୍ରି ହେବନି ମଦ; ସମସ୍ତ ଦୋକାନର ଲାଇସେନ୍ସ ବାତିଲ

ଉତ୍ତର ପ୍ରଦେଶ ଅବକାରୀ ବିଭାଗ ଅଯୋଧ୍ୟା ରାମ ମନ୍ଦିର ଅଞ୍ଚଳରେ ମଦ ଦୋକାନଗୁଡ଼ିକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ନିତିନ ଅଗ୍ରଓ୍ଵାଲ ମଙ୍ଗଳବାର ସୂଚନା ଦେଇ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ଅଞ୍ଚଳରେ ସମସ୍ତ ମଦ ଦୋକାନର ଲାଇସେନ୍ସ ବାତିଲ କରି…