Browsing Tag

drinking milk

କ୍ଷୀର ସହ ମ୍ୟାଙ୍ଗୋ ସେକ୍ ପିଉଥିଲେ ସାବଧାନ, ଜାଣନ୍ତୁ କ’ଣ ରହିଛି ଏହାର କାରଣ

ଗରମ ହେଉ ଅବା ଥଣ୍ଡା ସମସ୍ତେ ପ୍ରାୟତଃ ବିଭିନ୍ନ ପ୍ରକାର ସେକ୍ ପିଇଥାନ୍ତି । ଏହାକୁ ଲୋକେ ମଧ୍ୟ ବେଶ୍ ପସନ୍ଦ କରିଥାନ୍ତି । ବିଶେଷ କରି ଖରାଦିନରେ ମ୍ୟାଙ୍ଗୋ ସେକ୍ ପିଇବା ପାଇଁ ମାର୍କେଟରେ ଖୁବ୍ ଭିଡ ଜମିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ସେକ୍ ଆପଣଙ୍କ ପାଇଁ କେତେ ଲାଭପ୍ରଦ ?।…

ଘରେ ତିଆରି କରିପାରିବେ କାଜୁ କ୍ଷୀର, ପିଇବା ଦ୍ୱାରା ଶରୀରକୁ ମିଳିବ ଅପାର ଶକ୍ତି

କ୍ଷୀର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କୁ କ୍ଷୀର ପ୍ରତି ଆଲର୍ଜି ଥାଏ । ଏପରି ଲୋକଙ୍କୁ ଲାକ୍ଟୋଜ୍ ଇନଟଲରାଣ୍ଟ କୁହାଯାଏ । କ୍ଷୀର ସେମାନଙ୍କୁ ସୁହାଏ ନାହିଁ । ଏପରି ଲୋକମାନେ ବାଦାମ କ୍ଷୀର, ନଡ଼ିଆ କ୍ଷୀର କିମ୍ବା କାଜୁ କ୍ଷୀର ପରି…

ପେଟ ଜନିତ ସମସ୍ୟା ଥିଲେ ପିଅନ୍ତୁ ନାହିଁ ହଳଦୀ କ୍ଷୀର, ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ଲୋକମାନେ ପ୍ରାୟତଃ କ୍ଷୀର ପିଇବାକୁ ପରାମର୍ଶ ଦିଅନ୍ତି ଏବଂ ଅନ୍ୟାନ୍ୟ ଲାଭ ପାଇବା ପାଇଁ, ହଳଦୀ ସହିତ କ୍ଷୀର ମିଶାଇ ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଏ । ହଳଦୀ ଆଣ୍ଟିସେପ୍ଟିକ୍ ଗୁଣରେ ଭରପୂର, ତେଣୁ ଏହାକୁ କ୍ଷୀର ସହିତ ମିଶାଇ ସେବନ କଲେ ଲାଭ ଦ୍ୱିଗୁଣିତ ହୁଏ । ହଳଦୀ…

ପିଲାଙ୍କୁ କ୍ଷୀରରେ ଚିନି ମିଶାଇ ଦେଉଛନ୍ତି କି ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

କ୍ଷୀର ଶିଶୁ ଏବଂ ବୟସ୍କମାନଙ୍କ ପାଇଁ ପୁଷ୍ଟିକର ଭଣ୍ଡାର ଭାବରେ ବିବେଚନା କରାଯାଏ । କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ୍ ଏବଂ ଭିଟାମିନ୍ D ଭଲ ପରିମାଣରେ ମିଳିଥାଏ । ଆପଣମାନେ ତ ଜାଣିଥିବେ ମା କ୍ଷୀର ପିଲାମାନଙ୍କର ପ୍ରଥମ ଖାଦ୍ୟ ହୋଇଥାଏ । ତେବେ ଧୀରେ ଧୀରେ ପିଲାଟି ବଡ଼ ହେବା ସହ ତାକୁ ଗାଈ…

ଆଲମଣ୍ଡ ମିଲ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ହେଲ୍ଦି ଏବଂ ଫିଟ୍ ରହିବା ପାଇଁ ପ୍ରତିଦିନ ଆଲମଣ୍ଡ ମିଲ୍କ ପିଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆଜିକାଲି, ଫିଟନେସ୍ ଫ୍ରିକ୍ସ ଏବଂ କ୍ଷୀରରେ ଆଲର୍ଜି ଥିବା ଲୋକମାନେ ଗାଇ କ୍ଷୀରକୁ ବେଶୀ ପସନ୍ଦ କରୁନାହାନ୍ତି । ଏଭଳି ପରିସ୍ଥିତିରେ ଆଲମଣ୍ଡ ମିଲ୍କ ଏକ ନନ୍-ଡାଏରୀ ମିଲ୍କ ଏବଂ ଏଥିରେ ପ୍ରଚୁର…

ଶରୀରରୁ ଦୁର୍ବଳତା ଦୂର କରିବା ପାଇଁ କ୍ଷୀରରେ ମିଶାଇ ପିଅନ୍ତୁ ଏହି ସବୁ ଜିନିଷ, ମିଳିବ ଅନେକ ଫାଇଦା

ପିଲାମାନଙ୍କର ବୃଦ୍ଧି ଠାରୁ ଆରମ୍ଭ କରି ହାଡକୁ ଦୃଢ ରଖିବା ପର୍ଯ୍ୟନ୍ତ କ୍ଷୀର ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । କ୍ଷୀର ପିଇବା ବୃଦ୍ଧଲୋକ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ, ସେଥିପାଇଁ କୁହାଯାଏ ଯେ ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ନିଜ ଖାଦ୍ୟରେ କ୍ଷୀର…

ଅଧିକ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ ଗୋଟିଏ ଦିନରେ କେତେ କ୍ଷୀର ପିଇବା ଉଚିତ୍ ?

କ୍ଷୀର ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କ୍ଷୀରକୁ ବର୍ଷ ବର୍ଷ ଧରି ଏକ ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରାଯାଏ । କ୍ଷୀର ପିଇବା ଦ୍ୱାରା ଆମ ଶରୀର ଭିଟାମିନ୍ D, କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ପାଇଥାଏ, ଯାହା ଆମ ଶରୀର ଏବଂ ହାଡକୁ ମଜବୁତ କରିଥାଏ । ତେବେ କ୍ଷୀର…

ରାତିରେ କ୍ଷୀର ପିଉଥିଲେ ହୋଇଯାନ୍ତୁ ସାବଧାନ! ବଢିପାରେ ଆପଣଙ୍କ ଓଜନ

ଦୁଗ୍ଧ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଆମେ ସମସ୍ତେ ଜାଣୁ । କ୍ଷୀରରେ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ପ୍ରଚୁର ପରିମାଣରେ ମିଳିଥାଏ ଯାହା ଆମ ମସ୍ତିଷ୍କକୁ ତୀକ୍ଷ୍ଣ ଏବଂ ହାଡକୁ ଶକ୍ତିଶାଳୀ କରିଥାଏ । କ୍ଷୀର ପିଇବା ଆପଣଙ୍କ ଶରୀରକୁ ଅନେକ ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ ।…

କ୍ଷୀର ସହିତ ଭଜା ହୋଇଥିବା କଖାରୁ ମଞ୍ଜି ଖାଆନ୍ତୁ, ମିଳିବ ଅନେକ ହାଡ ଜନିତ ଯନ୍ତ୍ରଣାରୁ ମୁକ୍ତି

ପ୍ରତି ୧୦୦ ଗ୍ରାମ କଖାରୁ ମଞ୍ଜିରେ ୪୪୬ କ୍ୟାଲୋରୀ ରହିଥାଏ, ୪୯ ଗ୍ରାମ ଫ୍ୟାଟ୍‌, ୬.୬ ଗ୍ରାମ ଫାଇବର ଏବଂ ୩୦ ଗ୍ରାମ ପ୍ରୋଟିନ୍ ମିଳିଥାଏ । ଏହା ବ୍ୟତୀତ ଏହି ମଞ୍ଜିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ, ଯାହାର ବ୍ୟବହାର ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଅନେକ ରୋଗରୁ ରକ୍ଷା କରିଥାଏ । ଏହା…

ସକାଳ ନା ସନ୍ଧ୍ୟା ! ଜାଣନ୍ତୁ କେଉଁ ଲୋକମାନେ କେବଳ ଦିନରେ କ୍ଷୀର ପିଇବା ଉଚିତ

କ୍ଷୀରରେ କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ଏବଂ ପ୍ରୋଟିନ୍ ରହିଥାଏ । ଏହା ସହ କ୍ଷୀରରେ କ୍ୟାଲସିୟମ୍, ଫସଫରସ୍, ଭିଟାମିନ୍ D, ରାଇବୋଫ୍ଲାଭିନ ଏବଂ ଭିଟାମିନ୍ B12 ପରି ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । କ୍ଷୀରରେ ଭିଟାମିନ୍ D ଭରପୂର ରହିଥାଏ ବୋଲି ବିବେଚନା କରାଯାଏ । ଏପରି ମଧ୍ୟ କ୍ଷୀରରେ…

ଜାଣନ୍ତୁ ସକାଳେ ନା ରାତିରେ କେଉଁ ସମୟରେ କ୍ଷୀର ପିଇବା ଉଚିତ

ପ୍ରାୟତଃ ବଡ ଲୋକମାନେ କ୍ଷୀର ପିଇବା ପାଇଁ ଉପଦେଶ ଦେଇଥାନ୍ତି । ତେବେ ଘରର ବଡ ଲୋକ ସବୁ ବେଳେ କ୍ଷୀର ପିଇବା ପାଇଁ ବାଧ୍ୟ କରିଥାନ୍ତି । ଆପଣମାନେ ତ ଜାଣିଥିବେ ଯେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ । ସେଥିପାଇଁ କିଛି ଲୋକ ସକାଳେ କ୍ଷୀର ପିଅନ୍ତି ତ ଆଉ କିଛି ଲୋକ…

ବିୟର ଓ ୱିସ୍କି ଠାରୁ ଅଧିକ ନିଶା ଏହି କ୍ଷୀର, ଜାଣନ୍ତୁ ଏହି ପଶୁ ବିଷୟରେ

କ୍ଷୀର ହେଉଛି ଏକ ଏଭଳି ପାନୀୟ ଯାହା ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟୀ । ଅଧିକାଂଶ ଲୋକ ଗାଇ, ମଇଁଷି କିମ୍ବା ଛେଳି କ୍ଷୀର ପିଅନ୍ତି, ଯାହା ପ୍ରୋଟିନ୍ ଏବଂ ଭିଟାମିନରେ ଭରପୂର । କିନ୍ତୁ ଗୋଟିଏ ଏଭଳି ପଶୁ ଅଛି ଯାହାର କ୍ଷୀରରେ ଆଲକୋହଲ ରହିଛି । ଏହା ଶୁଣି ଆପଣଙ୍କୁ ଖୁବ…