Browsing Tag

drinking milk

ରାତିରେ କ୍ଷୀର ପିଉଥିଲେ ହୋଇଯାନ୍ତୁ ସାବଧାନ! ବଢିପାରେ ଆପଣଙ୍କ ଓଜନ

ଦୁଗ୍ଧ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଆମେ ସମସ୍ତେ ଜାଣୁ । କ୍ଷୀରରେ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ପ୍ରଚୁର ପରିମାଣରେ ମିଳିଥାଏ ଯାହା ଆମ ମସ୍ତିଷ୍କକୁ ତୀକ୍ଷ୍ଣ ଏବଂ ହାଡକୁ ଶକ୍ତିଶାଳୀ କରିଥାଏ । କ୍ଷୀର ପିଇବା ଆପଣଙ୍କ ଶରୀରକୁ ଅନେକ ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ ।…

କ୍ଷୀର ସହିତ ଭଜା ହୋଇଥିବା କଖାରୁ ମଞ୍ଜି ଖାଆନ୍ତୁ, ମିଳିବ ଅନେକ ହାଡ ଜନିତ ଯନ୍ତ୍ରଣାରୁ ମୁକ୍ତି

ପ୍ରତି ୧୦୦ ଗ୍ରାମ କଖାରୁ ମଞ୍ଜିରେ ୪୪୬ କ୍ୟାଲୋରୀ ରହିଥାଏ, ୪୯ ଗ୍ରାମ ଫ୍ୟାଟ୍‌, ୬.୬ ଗ୍ରାମ ଫାଇବର ଏବଂ ୩୦ ଗ୍ରାମ ପ୍ରୋଟିନ୍ ମିଳିଥାଏ । ଏହା ବ୍ୟତୀତ ଏହି ମଞ୍ଜିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ, ଯାହାର ବ୍ୟବହାର ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଅନେକ ରୋଗରୁ ରକ୍ଷା କରିଥାଏ । ଏହା…

ସକାଳ ନା ସନ୍ଧ୍ୟା ! ଜାଣନ୍ତୁ କେଉଁ ଲୋକମାନେ କେବଳ ଦିନରେ କ୍ଷୀର ପିଇବା ଉଚିତ

କ୍ଷୀରରେ କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ଏବଂ ପ୍ରୋଟିନ୍ ରହିଥାଏ । ଏହା ସହ କ୍ଷୀରରେ କ୍ୟାଲସିୟମ୍, ଫସଫରସ୍, ଭିଟାମିନ୍ D, ରାଇବୋଫ୍ଲାଭିନ ଏବଂ ଭିଟାମିନ୍ B12 ପରି ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । କ୍ଷୀରରେ ଭିଟାମିନ୍ D ଭରପୂର ରହିଥାଏ ବୋଲି ବିବେଚନା କରାଯାଏ । ଏପରି ମଧ୍ୟ କ୍ଷୀରରେ…

ଜାଣନ୍ତୁ ସକାଳେ ନା ରାତିରେ କେଉଁ ସମୟରେ କ୍ଷୀର ପିଇବା ଉଚିତ

ପ୍ରାୟତଃ ବଡ ଲୋକମାନେ କ୍ଷୀର ପିଇବା ପାଇଁ ଉପଦେଶ ଦେଇଥାନ୍ତି । ତେବେ ଘରର ବଡ ଲୋକ ସବୁ ବେଳେ କ୍ଷୀର ପିଇବା ପାଇଁ ବାଧ୍ୟ କରିଥାନ୍ତି । ଆପଣମାନେ ତ ଜାଣିଥିବେ ଯେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ । ସେଥିପାଇଁ କିଛି ଲୋକ ସକାଳେ କ୍ଷୀର ପିଅନ୍ତି ତ ଆଉ କିଛି ଲୋକ…

ବିୟର ଓ ୱିସ୍କି ଠାରୁ ଅଧିକ ନିଶା ଏହି କ୍ଷୀର, ଜାଣନ୍ତୁ ଏହି ପଶୁ ବିଷୟରେ

କ୍ଷୀର ହେଉଛି ଏକ ଏଭଳି ପାନୀୟ ଯାହା ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟୀ । ଅଧିକାଂଶ ଲୋକ ଗାଇ, ମଇଁଷି କିମ୍ବା ଛେଳି କ୍ଷୀର ପିଅନ୍ତି, ଯାହା ପ୍ରୋଟିନ୍ ଏବଂ ଭିଟାମିନରେ ଭରପୂର । କିନ୍ତୁ ଗୋଟିଏ ଏଭଳି ପଶୁ ଅଛି ଯାହାର କ୍ଷୀରରେ ଆଲକୋହଲ ରହିଛି । ଏହା ଶୁଣି ଆପଣଙ୍କୁ ଖୁବ…

କ୍ଷୀର ସହ ଫଳ ମିଶାଇ ଖାଇବା ଠିକ ନା ଭୁଲ, ଜାଣନ୍ତୁ କଣ ରହିଛି ସମସ୍ୟା

ଗରମରୁ ବଞ୍ଚିବା ପାଇଁ ଲୋକମାନେ କ୍ଷୀର ସହ ଫଳ ମିଶାଇ ମିଲ୍କସେକ ପ୍ରସ୍ତୁତ କରି ଖାଇଥାନ୍ତି । କିନ୍ତୁ କ୍ଷୀର ସହ ଫଳ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ନା ନୁହେଁ ଏହା ଅନେକ ଥର ପ୍ରଶ୍ନ ଉଠେ । ତେବେ ଆଜି ଆପଣଙ୍କୁ ଏହା ଦ୍ୱାରା ହେଉଥିବା ସାଇଡ ଇଫ୍କେଟ୍ସ ବିଷୟରେ ଜଣାଇବୁ । କ୍ଷୀର ଏବଂ…

କାଙ୍ଗାଳିଆ ସ୍ଥିତିରେ ପାକିସ୍ତାନ, କ୍ଷୀର ଲିଟର ପିଛା ୨୧୦ ଟଙ୍କା ଓ ଚିକେନ କେଜି ପିଛା ୯୦୦ ଟଙ୍କା

ପାକିସ୍ତାନରେ ସ୍ଥିତି ଭୟଙ୍କର । କ୍ଷୀର ଦାମ ୨୧୦ ଟଙ୍କା ରହିଥିବା ବେଳେ ଚିକେନ ଦାମ୍‌ ୯୦୦ ଟଙ୍କାରେ ପହଞ୍ଚିଛି । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଆଇଏମଏଫରୁ ଲୋନ କରିଥିବା କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଏପରି ପରିସ୍ଥିତି…

କ୍ଷୀରରେ ଘିଅ ମିଶାଇ ପିଅନ୍ତୁ,ପାଇବେ ଅସରନ୍ତି ଫାଇଦା

କ୍ଷୀର ଓ ଘିଅ ଶରୀର ପାଇଁ ଅମୃତ ତୁଲ୍ୟ ହୋଇଥାଏ । କ୍ଷୀର ଓ ଘିଅରେ ପୋଷକ ତତ୍ତ୍ୱ ଭରପୁର ରହିଥାଏ । କ୍ଷୀରରେ ଭିଟାମିନ ଡି, କ୍ୟାଲସିୟମ, ପ୍ରୋଟିନ ଓ କ୍ୟାଲସିୟମ ଭରପୁଣ ମାତ୍ରାରେ ରହିଥାଏ । ସେହିପରି ଘିଅରେ ଭିଟାମିନ ଏ, ଭିଟାମିନ କେ, ପ୍ରୋଟିନ ଓ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଯାହାକି…

ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି? ଏହି ୬ଟି ଉପାୟରେ ପିଅନ୍ତୁ କ୍ଷୀର

ଶରୀରର ଓଜନକୁ ନେଇ ଆପଣ ଚିନ୍ତିତ କି? ଚିନ୍ତା କରନ୍ତୁ ନାହିଁ, ଆପଣଙ୍କର ଏହି ସମସ୍ୟାକୁ ସମାଧାନ କରି ପାରିବ କ୍ଷୀର। ହଁ, କ୍ଷୀର ସେବନ କଲେ ଶରୀରର ଓଜନ ହ୍ରାସ ପାଇ ପାରିବ। କିନ୍ତୁ ମନେ ରଖନ୍ତୁ, ଏହାର ସେବନ ଠିକ୍‌ ଢଙ୍ଗରେ ହେବା ଉଚିତ୍‌। ଯଦି ଆପଣ ଭୁଲ୍‌ ତରିକାରେ କ୍ଷୀର ପିଇବେ, ତ ଓଜନ…

ଏହି ସବୁ ଜିନିଷକୁ କ୍ଷୀରରେ ମିଶାଇ ପିଅନ୍ତୁ, ଅନେକ ଗୁଣା ବଢ଼ିଯିବ ଇମ୍ୟୁନିଟି, ପାଖ ମାଡ଼ିବନି କରୋନା

କରୋନାରେ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚେଇ ରଖିବାକୁ ଚାହୁଁଛନ୍ତି, ତ ଏ ସବୁ ସମ୍ଭବ ହୋଇପାରିବ ଯେବେ ଆପଣଙ୍କ ଇମ୍ୟୁନିଟି ଷ୍ଟ୍ରଙ୍ଗ୍‌ ଥିବ। ଏଥିପାଇଁ ଜରୁରୀ କି, ପୋଷଣଯୁକ୍ତ ଭୋଜନ କରନ୍ତୁ ଏବଂ ପ୍ରତିଦିନ କ୍ଷୀର ପିଅନ୍ତୁ। କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ଭାବେ ଗଣାଯାଇଥାଏ।…

ବାଇଗଣ ସହିତ କଦାପି ପିଅନ୍ତୁ ନାହିଁ କ୍ଷୀର, ଏହାର ଭରପୂର ଲାଭ ଉଠାଇବା ପାଇଁ ପିଇବା ସମୟରେ ମନେ ରଖନ୍ତୁ ଏହି ୭ଟି କଥା

ଅଧିକାଂଶ ଲୋକ ନିଜକୁ ବଳବାନ ତଥା ସୁସ୍ଥ ରଖିବା ପାଇଁ ପ୍ରତିଦିନ କ୍ଷୀର ପିଇଥାନ୍ତି। କିନ୍ତୁ କେତେଜଣ କ୍ଷୀର ପିଇବା ସମୟରେ କିଛି ଭୁଲ କରିବସନ୍ତି, ଯଦ୍ଦ୍ୱାରା ଫାଇଦା ହେବା ବଦଳରେ କ୍ଷତି ପହଞ୍ଚିଥାଏ। ଆଜି ଆମେ ଆପଣଙ୍କୁ କ୍ଷୀର ପିଇବା ସମୟରେ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବାକୁ…

ବୋତଲରେ କ୍ଷୀର ପିଉଛି ହାତୀ ଛୁଆ, ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ମଜାଦାର୍‌ ଭିଡିଓ

ଛୋଟ ଶିଶୁଙ୍‌କୁ ବୋତଲରେ କ୍ଷୀର ପିଆଉଥିବାର ଆପଣମାନେ ଦେଖିଥିବେ। କିନ୍ତୁ ଆପଣ କେବେ ହାତୀ ଛୁଆ ବୋତଲରେ କ୍ଷୀର ପିଉଥିବାର ଦେଖିଛନ୍ତି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହାତୀ ଛୁଆ ବେତଲରେ କ୍ଷୀର ପିଉଥିବାର ଦେଖିବାକୁ ମିଳିଛି, ଯାହାର ଭିଡିଓ…