Browsing Tag

drinking native liquor

ଦେଶୀ ମଦ ପିଇ ଅସୁସ୍ଥ ହେବା ଘଟଣା, ୫ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ଘଟଣାରେ ୫ ଗିରଫ ।  ମାଉନ୍ଦପୁର ଗାଁରେ ଅବକାରୀ ବିଭାଗ ଓ ପୋଲିସ ଚଢାଉ କରି ୫୫ଲିଟର ଦେଶୀ ମଦ ଜବତ କରିବା ସହ ମାମଲାରେ ୫ଜଣଙ୍କୁ ଗିରଫ କରିଛନ୍ତି ।  ନୂଆଗାଁ ପୋଲିସ ୪ଜଣଙ୍କୁ ଏବଂ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି । …