କରୋନା ହୋଇଥିବା ନେଇ ସନ୍ଦେହ ହେଉଛି କି! ଏହି ନମ୍ବରରେ କଲ କରି ମାଗଣାରେ କରନ୍ତୁ ସ୍ୱାବ୍ ଟେଷ୍ଟ
ଭାରତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲକଡାଉନ ପରେ ମଧ୍ୟ ଏହି ସଂଖ୍ୟା କମିବାର ନାଁ ଧରୁନି। ଖାସ୍ କରି ମହାରାଷ୍ଟ୍ରରେ ଏହି ହାର ଉଦବେଗଜନକ ରହିଛି। ମୁମ୍ବାଇରେ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଅନ୍ୟ ସଂକ୍ରମିତଙ୍କୁ…