ମସ୍ତି ମୁଡରେ ସୁଶାନ୍ତ- ଜ୍ୟାକଲିନ,’ ଡ୍ରାଇଭ’ର ପ୍ରଥମ ଗୀତ ରିଲିଜ
ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଭିନୀତ ଫିଲ୍ମ ‘ଡ୍ରାଇଭ୍’ ର ପ୍ରଥମ ଗୀତ ରିଲିଜ୍ ହୋଇଛି। ଗୀତ ‘ମଖ୍ନା…’ରେ ଏହି ଯୋଡ଼ିଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଗୀତରେ ସମସ୍ତ କଳାକାରଙ୍କୁ ମସ୍ତି ମୁଡ୍ରେ ଦେଖିବାକୁ ମିଳୁଛି।…