Browsing Tag

driver

ଯାତ୍ରୀଙ୍କ ପାଇଁ ଲଢ଼େଇ ଲାଗିଲେ କ୍ୟାବ୍‌ ଡ୍ରାଇଭର, ଜାଣନ୍ତୁ କେଉଁଠାରେ ଘଟିଛି ଏଭଳି ଘଟଣା

ଦିଲ୍ଲୀ-ନୋଏଡ଼ା ଏବଂ ମୁମ୍ବାଇ ପରି ବଡ଼ ସହରରେ ଯେକୌଣସି ସ୍ଥାନକୁ ଯିବା ପାଇଁ ବସ୍, ମେଟ୍ରୋ ଏବଂ କ୍ୟାବ ଭଳି ସୁବିଧା ଉପଲବ୍ଧ । ବସ୍ ଏବଂ ମେଟ୍ରୋରେ ଟିକେ ଭିଡ଼ ଥାଏ, ତେଣୁ ଲୋକମାନେ ଭିଡ଼ରୁ ବଞ୍ଚିବା ପାଇଁ କ୍ୟାବ୍‌ ବୁକ୍‌ କରନ୍ତି । ଆପଣମାନେ ମଧ୍ୟ ଅନେକ ସମୟରେ କ୍ୟାବ୍‌ ବୁକ୍‌ କରି…

ଓଡ଼ିଶାରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର

ଓଡ଼ିଶାରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର । ହିଟ୍ ଏଣ୍ଡ ରନ୍ ଆଇନ ବିରୋଧରେ ଓଡ଼ିଶାରେ ଚାଲିଥିବା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଳି । ଆନ୍ଦୋଳନରୁ ଓହରିବାକୁ ସେ ଡ୍ରାଇଭର ଭାଇମାନଙ୍କୁ ଅପିଲ୍…

ଆଜିଠୁ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ସୂଚନା ଦେଲେ ମହାସଂଘ ସଭାପତି

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ। ହିଟ୍ ଆଣ୍ଡ ରନ ମାମଲାରେ ନୂଆ ନିୟମକୁ ଡ୍ରାଇଭର ମହାସଂଘ ପକ୍ଷରୁ ବିରୋଧ କରାଯାଇଛି। ଓଡ଼ିଶାରେ ମଧ୍ୟ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର…

ଭୁବନେଶ୍ବରରୁ ଅପହୃତ ‘ଓଲା’ ଡ୍ରାଇଭର ଯାଜପୁରରୁ ଉଦ୍ଧାର, ୩ ଅପହରଣକାରୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରୁ କିଡନାପ୍ । ଯାଜପୁରରୁ ଉଦ୍ଧାର । ଭୁବନେଶ୍ବର ପାତ୍ରପଡ଼ା କିଞ୍ଜଲ ଗାର୍ଡେନରୁ ଅପହୃତ ଶଙ୍କର୍ଷଣ ସାହୁଙ୍କୁ ଉଦ୍ଧାର କରିଛି ପୋଲିସ । ଯାଜପୁର ଜିଲ୍ଲା ଧର୍ମଶାଳ ଥାନା ଅରୁଆ ନିକଟ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର ହୋଇଛନ୍ତି । ଅପହରଣ ପଛରେ ଅପହୃତ ଶଙ୍କର୍ଷଣ…

ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ, ଟ୍ରକ୍‌ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା । ଗତ ୫ ବର୍ଷରେ ସବୁ ରେକର୍ଡ଼ ଭାଙ୍ଗିଛି ଓଡ଼ିଶା। ଏହି ସଡ଼କ ଦୁର୍ଘଟଣା କେତେ ପରିବାର ଉଚ୍ଛନ କରିଦେଉଥିବା ବେଳେ ଅନେକଙ୍କ ଆଖିରୁ ଆଜିବି ଶୁଖୁନି ଲୁହ । ତେବେ ଏହି ସଡ଼କ ଦୁର୍ଘଟଣା ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ପରିବହନ ବିଭାଗ ଏକ ଅଭିନବ…

ଗାଡ଼ି ଚଳାଉଥିବା ବେଳେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ

ଗାଡ଼ି ଚଳାଉଥିବା ବେଳେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲା ପାବୁରିଆ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଡ୍ରାଇଭର ଜଣକ ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କେଇଟି ଗାଁର ସନାତନ ପ୍ରଧାନ । ସେ କନ୍ଧମାଳ ଟିକାବାଲିରୁ ଭୁବନେଶ୍ୱର ଯାଉଥିବା ମା’ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍…

ଅନୁମତି ନଥିଲା ବେଆଇନ ଭାବେ ରାଜଧାନୀରେ ପଶିଥିଲେ ଡ୍ରାଇଭର, ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ:…

ଭୁବନେଶ୍ବର(କେନ୍ୟୁଜ୍): ଡ୍ରାଇଭର ମହାସଂଘ ବିକ୍ଷୋଭ ଘଟଣାରେ ୩ଟି ମାମଲା ରୁଜୁ । ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ୨୫ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଥିଲେ । ବିକ୍ଷୋଭ ପାଇଁ ଅନୁମତି ନଥିଲା । ଯେଉଁମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ…

ଡ୍ରାଇଭରଙ୍କ ସମସ୍ୟା ପାଇଁ ଗଠନ ହେବ କମିଟି, ରିପୋର୍ଟର ୩ ମାସ ମଧ୍ୟରେ ପଦକ୍ଷେପ: ପରିବହନ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଡ୍ରାଇଭରଙ୍କ ୧୧ ଦଫା ଦାବିକୁ ନେଇ ରାଜ୍ୟ ସରକାର କମିଟି ଗଠନ ହେବ। ଏହି କମିଟି ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟ ଗସ୍ତ କରି ଡ୍ରାଇଭରଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହି କମିଟିରେ ପରିବହନ,ଶ୍ରମ,ଅର୍ଥ ଓ ପୋଲିସ ବିଭାଗର ମିଳିତ ଭାବେ କମିଟି ହେବ।…

ଡ୍ରାଇଭରଙ୍କୁ ଶହେ ସଲାମ୍‌! ହାର୍ଟ ଆଟାକ୍‌ ଆସିବା ପରେ ବି ସୁରକ୍ଷିତ ଭାବେ ୨୦ ପିଲାଙ୍କୁ ସ୍କୁଲରେ ପହଞ୍ଚାଇଲେ;…

ନିଜ କର୍ତ୍ତବ୍ୟକୁ ସମ୍ମାନ ଦେବା କ’ଣ, ତାହା ଶିଖାଇଛନ୍ତି ରାଜସ୍ଥାନର ଜଣେ ଡ୍ରାଇଭର। ଏହି ଘଟଣା ଜାଣିବା ପରେ ଆପଣଙ୍କ ଆଖିରେ ଲୁହ ଚାଲି ଆସିବ। ଏଥିସହ ଡ୍ରାଇଭରଙ୍କ ପ୍ରତି ଆପଣଙ୍କ ହୃଦୟରେ ଆହୁରି ସମ୍ମାନ ବଢ଼ିଯିବ। କାରଣ ଏହି ଡ୍ରାଇଭର ନିଜ ଜୀବନ କଥା ଚିନ୍ତା କରି ଡ୍ରାଇଭିଂ କରୁଥିବା…

୨ଟି ଟ୍ରକ୍‌ ଧକ୍କା ପରେ ଚାପି ହୋଇ ହୋଇଗଲେ ଡ୍ରାଇଭର, ଉଦ୍ଧାର କାର୍ଯ୍ୟ ଜାରି

କରଞ୍ଜିଆ (କେନ୍ୟୁଜ); ଦୁର୍ଘଟଣା ପରେ ଟ୍ରକ ଚକା ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଉଦ୍ଧାର ପାଇଁ ଦମକଳ ବାହିନୀ ଓ ପୋଲିସର ଉଦ୍ୟମ । ଦେଢ ଘଣ୍ଟା ଧରି ଚାଲିଛି ଅପରେସନ । କରଞ୍ଜିଆ ଥାନା ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ନିକଟରେ ଦୁର୍ଘଟଣା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।…

ଲକ ଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଡ୍ରାଇଭରଙ୍କୁ ସାହାଯ୍ୟ କରିବ ଏହି ଆପ

ବିଶ୍ୱର ୨୦୩ଟି ଦେଶ ଏବେ କରୋନା କବଳରେ କବଳିତ । ଏହି ମାରାତ୍ମକ ଭାଇରସ ଦାଉରୁ ରକ୍ଷା ପାଇବା ପାଇଁ ପ୍ରଧାନ ମନ୍ତ୍ରୀ ମୋଦୀ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଦେଶ ବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି । ଯିଏ ଯେଉଁଠି ଅଛନ୍ତି ସେହିଠାରେ ରୁହନ୍ତୁ ବୋଲି ଖୋଦ ଆମ ପ୍ରଧାନ ମନ୍ତ୍ରୀ ହିଁ…

ଦିଲ୍ଲୀ ପୋଲିସର ଦାଦାଗିରି, ବିଚ୍ ରାସ୍ତାରେ ଅଟୋ ଚାଳକଙ୍କୁ ଲାଠିରେ ପିଟିଲେ

ଦିଲ୍ଲୀ ପୋଲିସର ଦାଦାଗିରି । ବିଚ୍ ରାସ୍ତାରେ ଅଟୋ ଚାଳକଙ୍କୁ ଲାଠିରେ ପିଟିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ୍ । ଭିଡିଓରେ ଦେଖିବାକୁ ମିଳିଛି ଦିଲ୍ଲୀ ପୋଲିସର ଜଣେ ଅଫିସରଙ୍କ ସହ ଉକ୍ତ ଅଟୋ ଡ୍ରାଇଭରଙ୍କ କୌଣସି କଥାରେ ଯୁକ୍ତି ହୋଇଥିଲା । ଏହା ପରେ ଅଫିସର୍ ଜଣ…