Browsing Tag

driver association strike

ପୋଲିସ ଓ ଡ୍ରାଇଭର ମହାସଂଘ ଖଣ୍ଡଯୁଦ୍ଧ: ୩୫ରେ ପହଞ୍ଚିଲା ଗିରଫ ସଂଖ୍ୟା

ଗଞ୍ଜାମ(କେନ୍ୟୁଜ୍): ଆକ୍ସନ ମୋଡରେ ଗଞ୍ଜାମ ପୋଲିସ । ୩୫ରେ ପହଞ୍ଚିଲା ପୋଲିସ ଓ ଡ୍ରାଇଭର ମହାସଂଘ ଖଣ୍ଡଯୁଦ୍ଧ ମାମଲାରେ ଗିରଫ ସଂଖ୍ୟା । ପୋଲିସକୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ଆଜି ୨୨ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ…

ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ମହାସଂଘର ଚେତାବନୀ, ଉଚିତ ନିଷ୍ପତ୍ତି ନ ନେବା ଯାଏ ଜାରି ରହିବ…

ଭୁବନେଶ୍ୱର (କେନ୍ୟୁଜ): ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ପୋଷ୍ଟର, ବ୍ୟାନର ଓ ପ୍ଲାକାର୍ଡ ଧରି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ଉଚିତ ଦରମା, ବୀମା, ୬୦ ବର୍ଷ ପରେ ଡ୍ରାଇଭରଙ୍କୁ ସୁରକ୍ଷା ଆଦି ୧୦ ଦଫା ଦାବିରେ ଧାରଣା ଦେଇଛି ଡ୍ରାଇଭର ଏକତା ମହାମଞ୍ଚ। ଜାତୀୟ ରାଜପଥରେ…

ଆଜି ରାଜଧାନୀରେ ଗଡ଼ିବନି ଅଟୋ, ଲୋୟର ପିଏମ୍‌ଜି ଓ ଜନପଥରେ ଧାରଣା ଦେବ ସଂଘ

ଭୁବନେଶ୍ୱର (କେନ୍ୟୁଜ): ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ଚାରିଆଡ଼େ ବସ୍‌, ଟ୍ରକ ଚଳାଚଳ ଠପ୍‌ ହୋଇଛି । ଆଜି ରାଜଧାନୀରେ ଗଡ଼ିବନି ଅଟୋ । ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇବେ ଅଟୋ ଡ୍ରାଇଭର । ସ୍ମାର୍ଟସିଟି ଅନ୍‌ଲାଇନ ଅଟୋ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଏଥିରେ ପ୍ରାୟ…

୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନ: ରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର, ଅଟକାଇଲେ ହଳଦିଆ ନମ୍ବର ଥିବା ଗାଡ଼ି

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ। ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ସକାଳୁ ସକାଳୁ…