Browsing Tag

driver died

ଦୁର୍ଘଟଣା ପରେ ଟ୍ରକରେ ଲାଗିଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର (କେନ୍ୟୁଜ): ଦୁର୍ଘଟଣା ପରେ ଟ୍ରକରେ ଲାଗିଲା ନିଆଁ । ଡ୍ରାଇଭର ଜୀବନ୍ତ ଦଗ୍ଧ । ସମ୍ବଲପୁର ଜିଲ୍ଲା ନାକଟିଦେଉଳର ତେରବେଡ଼ା ଗାଁ ନିକଟରେ ଏହି ଘଟଣା ଘଟିଛି । ଭାରସାମ୍ୟ ହରାଇ ୧୨ ଚକିଆ ଟ୍ରକ୍‌ ଦୁର୍ଘଟଣାର ଶିକାର ହେଲା । ଏହାପରେ ସର୍ଟସର୍କିଟରୁ ଲାଗିଥିଲା ନିଆଁ । ଡ୍ରାଇଭର…