Browsing Tag

Driver dies

କୁହୁଡ଼ି ହେଲା କାଳ: ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ, ଚାଳକ ମୃତ

ଦାରିଙ୍ଗବାଡି: କୁହୁଡ଼ି ହେଲା କାଳ । ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ , ହେଲପର ଗୁରୁତର ଅଛନ୍ତି । କୁହୁଡ଼ି ପାଇଁ ରାସ୍ତା ଦେଖାନଯିବାରୁ ଭାରସାମ୍ୟ ହରାଇ ଦାରିଙ୍ଗବାଡି ଥାନା ଦଣ୍ଡିମା ଗାଁ ନିକଟରେ ବିଶାଳ ଗଛକୁ ଧକ୍କା…

ଘର ଭିତରେ ପଶିଗଲା ଟ୍ରକ, ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ

ଭଞ୍ଜନଗର : ଘର ଭିତରେ ପଶିଗଲା ଟ୍ରକ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ । ଭଙ୍ଗା ଘର ଛାତ ଭିତରୁ ଘର ମାଲିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା କଇଁଣ୍ଡି ଗାଁ ନିକଟରେ ଭୋର ସମୟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ମାଲବୋଝେଇ ଟ୍ରକଟି…

ଟୋଲଗେଟ୍ ବୁଥ୍ ଉପରେ ଚଢ଼ିଗଲା କାର୍: ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୟୂରଭଞ୍ଜ: ଭାରସାମ୍ୟ ହରାଇ ଟୋଲଗେଟ୍ ବୁଥ୍ ଉପରେ ଚଢ଼ିଗଲା କାର୍ । ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ମୟୂରଭଞ୍ଜ ୧୮ ନମ୍ବର ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟ୍ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ରାଜଦୀପ ପଟ୍ଟନାୟକ  । ବାଲେଶ୍ବରରୁ ବେତନଟୀ ଯାଉଥିବାବେଳେ ପଦ୍ମନାଭପୁରରେ…

ଏମିତି ବି ଆସେ ମୃତ୍ୟୁ, ନିଜ ଟ୍ରକ୍ ତଳେ ଗଲା ନିଜ ଜୀବନ

ବାଙ୍ଗିରିପୋଷି: ନିଜ ଟ୍ରକ୍ ତଳେ ଗଲା ଜୀବନ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଜଗନ୍ନାଥଖୁଣ୍ଟା ଓଭରବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ପଶ୍ଚିମବଙ୍ଗର ସମୀର ଦାସ ।  ଏକ ଅଜଣା ଗାଡିକୁ ଧକ୍କା ଦେଇଥିଲା ଦୁର୍ଘଟଣାଗ୍ରସ୍ତ ଟ୍ରକ । ଫଳରେ ନିଜ ଗାଡିର ଚକା ତଳେ ପଡି…

ମଇଥାନ ଇସ୍ପାତ କାରଖାନାରେ କୋଇଲା ତଳେ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଅନଲୋଡିଂ ସମୟରେ ଅଘଟଣ

ଯାଜପୁର ରୋଡ଼ : କଳିଙ୍ଗନଗର ଶିଳ୍ପାଞ୍ଚଳର ମଇଥାନ ଇସ୍ପାତ କାରଖାନାରେ କୋଇଲା ତଳେ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ  l ମଇଥାନ ଇସ୍ପାତ ପରିସରରେ କୋଇଲା ଅନଲୋଡିଂ ସମୟରେ ଏଭଳି ଅଘଟଣ ଘଟିଥିବା ବେଳେ ଡ୍ରାଇଭର୍ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି…

ଟ୍ରକ ପଛରେ ପିଟିହେଲା କଣ୍ଟେନର, ଡ୍ରାଇଭର ମୃତ

ଟାଙ୍ଗୀ: ଟ୍ରକ ପଛରେ ପିଟିହେଲା କଣ୍ଟେନର , ଚାଳକ ମୃତ । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ନିକଟ କଉଡ଼ି ଖଣି ଛକରେ ଭୟାବହ ସଡକ ଦୁର୍ଘଟଣା ।  ଟ୍ରକକୁ ପଛ ପଟୁ ପିଟିଲା କଣ୍ଟେନର ।  ଦୁର୍ଘଟଣାରେ କଣ୍ଟେନର ଚାଳକଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଯାନ୍ତ୍ରିକ…

ପୁଣି ଚୁନାଘାଟିରେ ଓଲଟିଲା ଟ୍ରକ୍ : ଡ୍ରାଇଭର ମୃତ

ସୁନ୍ଦରଗଡ଼ (କେନ୍ୟୁଜ): ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଓଲଟିଲା ଟ୍ରକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଗାଡ଼ି ଡ୍ରାଇଭର ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଟ୍ରକ୍‌ଟି ଲୁହା ବୋଝେଇ କରି କୋଇଡ଼ାରୁ…

ରାସ୍ତା ତଳକୁ ଖସିଲା ଚିପ୍ସ ବୋଝେଇ ହାଇୱା, ଡ୍ରାଇଭର ମୃତ

ରେଢାଖୋଲ(କେନ୍ୟୁଜ): ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଚିପ୍ସ ବୋଝେଇ ହାଇୱା । ଘଟଣାସ୍ଥଳରେ ଗାଡି ଭିତରେ ଚାପି ହୋଇ ଡ୍ରାଇଭର ମୃତ । ରେଢାଖୋଲ ଥାନା ଚାରବାଟି ରାସ୍ତାର ବୁଢିପାଣି ଗାଁ ନିକଟରେ ଦୁର୍ଘଟଣା ଘଟିଛି । ଖବରପାଇ ରେଢାଖୋଲ ଅଗ୍ନିଶମ ବିଭାଗ ପହଞ୍ଚି କଟରରେ କାଟି ମୃତଦେହ…