ନିଜେ ମରିଗଲେ ଡ୍ରାଇଭର କିନ୍ତୁ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୪୦ ଜଣ ଯାତ୍ରୀଙ୍କ ଜୀବନ
ଜୟପୁର : ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଧାର ହେଉ, ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ବସ୍ ଚାଳକ। ଜୟପୁରରୁ ଭୁବନେଶ୍ୱର ଆସୁଥିଲା ଏକ ଯାତ୍ରୀବାହୀ ବସ୍, କିନ୍ତୁ ହଠାତ୍ ଏହି ସମୟରେ ଡ୍ରାଇଭରଙ୍କୁ ହେଲା ହୃଦଘାତ। ତେବେ ଡ୍ରାଇଭର ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ…