Browsing Tag

driver strike

ଦୂର ହେଲା ଯାତ୍ରୀଙ୍କ ଯନ୍ତ୍ରଣା: ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ ପରେ ସ୍ବାଭାବିକ ହୋଇଛି ଗାଡ଼ି ଚଳାଚଳ

ଭୁବନେଶ୍ୱର (କେନ୍ୟୁଜ): ଦୂର ହେଲା ଯାତ୍ରୀଙ୍କ ଯନ୍ତ୍ରଣା। ଷ୍ଟିଅରିଂ ଛାଡ଼ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର । ରାଜ୍ୟ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଓଡ଼ିଶା ଡ୍ରାଇଭର ସଂଘ। ଫଳରେ ସ୍ବାଭାବିକ ହୋଇଛି ଗାଡ଼ି ଚଳାଚଳ । ରାଜ୍ୟ ସରକାରଙ୍କ ପାଖରେ ଥିବା ଦାବି ପୂରଣ…

ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ, ସୂଚନା ଦେଲେ ପରିବହନ କମିଶନର

ଭୁବନେଶ୍ୱର (କେନ୍ୟୁଜ): ସ୍ଥଗିତ ରହିଲା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ଖୁବ୍ ଶୀଘ୍ର ପରିବହନ ସେବା ସ୍ବାଭାବିକ ହେବ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଡ୍ରାଇଭରମାନେ…

ସରକାର ଘୋଷଣା ନ କରିବା ଯାଏ ରାଜ୍ୟରେ ଜାରି ରହିବ ଡ୍ରାଇଭରଙ୍କ ଆନ୍ଦୋଳନ, ମହାସଂଘ ସଭାପତିଙ୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ): ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଏ ନେଇ ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ ଦେଇଥିବା ପ୍ରତିଶ୍ରୁତିକୁ ଗ୍ରହଣ କରୁନି ସଂଘ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଶାନ୍ତି ଶୃଙ୍ଖଳାର ସହ…

୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର୍ ମହାସଂଘ, ଭୁବନେଶ୍ବରରେ ବିଶାଳ ରାଲିର ଆୟୋଜନ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବିଶାଳ ରାଲିର ଆୟୋଜନ । ୧୦ ଦଫା ଦାବି  ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଡ୍ରାଇଭରମାନେ ରାଲିରେ ଯାଇ ନବୀନ ନିବାସ ଘେରାଉ କରିବେ ବୋଲି ସୂଚନା ମିଳିଛି। ଆଜି ଭୋରରୁ ରାଜ୍ୟର…

ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ଡ୍ରାଇଭରଙ୍କ ଧାରଣା, ଦାବି ପୂରଣ ନେଇ ଜିଦରେ ଅଡି ବସିଛି ଓଡିଶା ମୋଟର ଚାଳକ ସଂଘ

ଭୁବନେଶ୍ବର : ଦାବି ପୂରଣ ନହେଲେ ଗାଡି ଚଳେଇବୁ ନାହିଁ ବୋଲି ବୋଲି ଜିଦରେ ଅଡି ବସିଛି ଓଡିଶା ମୋଟର ଚାଳକ ସଂଘ। ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ଡ୍ରାଇଭର ହରତାଳ କରିଛନ୍ତି । ଘରୋଇ ବସ ମାଲିକ ସଂଘ ସହ ଆଲୋଚନା କରି ସରକାର ବସ୍ ଚଳାଚଳର ନିଷ୍ପତ୍ତି ନେଲେ, ମାଲିକଙ୍କ ଦାବି ପୂରଣ…