ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ଅବ୍ୟାହତ ରହିବା ନା ସ୍ଥଗିତ ରହିବ, ଆଜି ଆସିବ ନିଷ୍ପତ୍ତି
ଭୁବନେଶ୍ୱର (କେନ୍ୟୁଜ): ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଅବ୍ୟାହତ ହେବ ନା ସ୍ଥଗିତ ରହିବ। ଏନେଇ ଆଜି ସ୍ପଷ୍ଟ ହେବ। ଗତକାଲି ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା ପରେ ଡ୍ରାଇଭର ସଂଘ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର…