ଆନ୍ଦୋଳନ ଜାରି ରହିଲେ ସ୍ଥିତି ସଙ୍ଗୀନ ହେବ: ରାଜ୍ୟରେ ଏବେ ଆଳୁ, ପିଆଜ ଓ ଗ୍ରୋସରୀ ମହଜୁଦ ଅଛି
ଭୁବନେଶ୍ୱର : ରାଜ୍ୟରେ ଏବେ ଆଳୁ, ପିଆଜ ଆଉ ଗ୍ରୋସରି ସାମଗ୍ରୀ ମହଜୁଦ ରହିଛି । ଯଦି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଗକୁ ଜାରି ରୁହେ ତେବେ ସ୍ଥିତି ସଙ୍ଗୀନ ହେବ । ଏଥିପାଇଁ ସରକାର ଧ୍ୟାନ ଦେବା ଆବଶ୍ୟକ । ରାଜ୍ୟ ବାହାରୁ ଯାହା ଆସୁଛି ସେଥିରେ ବିଶେଷ କିଛି ସମସ୍ୟା ନାହିଁ ହେଲେ ରାଜ୍ୟ ଭିତରେ…