ତୁରନ୍ତ ପୈଠ କରନ୍ତୁ ଗାଡ଼ିରେ କଟିଥିବା ଚାଲାଣ, ନହେଲେ ବାତିଲ ହୋଇପାରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ
ଆପଣଙ୍କ ଗାଡ଼ିରେ ଚାଲାଣ କଟିଛି କି ? ତେବେ ତୁରନ୍ତ ପୈଠ କରନ୍ତୁ । ନହେଲେ ବାତିଲ ହୋଇପାରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ । ମେରଠ, ଆଗ୍ରା, ଲକ୍ଷ୍ନୌ ଜୋନ୍ ସମେତ ଅନେକ ଜିଲ୍ଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଗଲାଣି । ଟ୍ରାଫିକ୍ ନିୟମର ସର୍ବାଧିକ ଉଲ୍ଲଂଘନ ବରେଲି ଜୋନ୍ରେ ଘଟିଛି…