Browsing Tag

driving license

ଆଉ ପର୍ସରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ରଖିବା ଜରୁରୀ ନୁହେଁ, ଫୋନରେ ଫଟୋ ହିଁ ଯଥେଷ୍ଟ

ଏବେ ଆଉ ଆପଣଙ୍କୁ ପାଖରେ କୌଣସି ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ରଖିବା ଦରକାର ନାହିଁ । ନାଗରିକଙ୍କ ପାଇଁ ପରିବହନ ବିଭାଗ ଆଣୁଛି ନୂଆ ସୁବିଧା । ନାଗରିକଙ୍କ କାମକୁ ସହଜ କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି କାର୍ଡକୁ…

International Driving License ମିଳେ କିପରି?

ଯଦି ଆପଣ ବିଦେଶ ଯାଉଛନ୍ତି ଏବଂ ଆପଣଙ୍କୁ ସେଠାରେ ଗାଡି ଚଳାଇବାକୁ କୁହାଯାଉଛି ତେବେ ଏଥିପାଇଁ ଏକ ଲାଇସେନ୍ସ ଦରକାର ଯାହାକୁ International Driving License କୁହାଯାଏ । ଆନ୍ତର୍ଜାତୀୟ ଡ୍ରାଇଭିଂ ଅନୁମତି ବିନା ଆପଣ ବିଦେଶରେ କୌଣସି ଗାଡି ଚଳାଇପାରିବେ ନାହିଁ । ଏବେ ପ୍ରଶ୍ନ ହେଉଛି…

ଏବେ DL ମିଳିଯିବ ବିନା ଟେଷ୍ଟରେ, କେନ୍ଦ୍ର ସରକାରଙ୍କ ଏହି ଦୁଇଟି ସଂସ୍ଥାରେ ସହଜରେ ପାଇଯିବେ ଡ୍ରାଇଭିଂ ଲାଇସେନ୍ସ

ଯଦି ଆପଣ ବି ଦୁଇ ଚକିଆ ଯାନ କିିମ୍ବା ଚାରି ଚକିଆ ଯାନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ଖବର ଆସିଛି। ନୂଆବର୍ଷରେ ଏସବୁ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଲା ଖୁସି ଖବର। The Union Road and Transport Ministry ଙ୍କ ନୂଆ ନିୟମରେ ଗାଡ଼ି ଚାଳକଙ୍କୁ ବହୁତ ବଡ଼…

ଏଣିକି ଡ୍ରାଇଭିଂ ଲାଇସେନ୍‌ସ ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ, ଜାନୁଆରୀ ୨୬ରୁ ହେବ ଲାଗୁ

ଭୁବନେଶ୍ୱର (କେନ୍ୟୁଜ): ଏଣିକି ଡ୍ରାଇଭିଂ ଲାଇସେନ୍‌ସର ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ। ଜାନୁଆରୀ ୨୬ରୁ ଡିଏଲ ନବୀକରଣ କିମ୍ବା ଲର୍ଣ୍ଣର୍ସ ଲାଇସେନ୍‌ସ ପାଇଁ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ। ସିଏମଭିଆର, ୧୯୮୯ ଅନୁଯାୟୀ ୪୦ବର୍ଷରୁ ଅଧିକ ବୟସର ଆବେଦନକାରୀଙ୍କ ପାଇଁ…

କୁଆଡେ ଯିବା ଆଉ ଆବଶ୍ୟକ ନାହିଁ, ଏପରି ଘରେ ବସି ଅନଲାଇନରେ ବନାନ୍ତୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ

ଅଧିକାଂଶ ଲୋକ ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବା ପାଇଁ ରିଜନାଲ ଟ୍ରାନ୍ସପୋର୍ଟ ଅଫିସର ଚକ୍କର କାଟନ୍ତି। କିନ୍ତୁ ଏଥିରେ ଅନେକ ସମୟ ଲାଗିଥାଏ, ଡ୍ରାଇଭିଙ୍ଗ ଲାଇସେନ୍ସ ତ ମିଳିଯାଏ କିନ୍ତୁୁ ଆପଣଙ୍କୁ ବେଶି ଦଉଡିବାକୁ ପଡିଥାଏ। ପିକ୍‌ ଟାଇମରେ ଏହି ସମସ୍ୟା ଆହୁରି ବି ଅଧକି ବଢ଼ିଯାଇଥାଏ।…

ବର୍ତ୍ତମାନ ଚାକିରି, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ଭୋଟ୍ ଅଧିକାର ପାଇଁ ଜନ୍ମ ପ୍ରମାଣପତ୍ର ବାଧ୍ୟତାମୂଳକ, ଜାଣନ୍ତୁ…

ଦିନକୁ ଦିନ ଅନେକ ନୂଆ ନୂଆ ରୁଲ ଲାଗୁ ହେଉଛି। ଯାହାକୁ ସରକାର ଜନହିତ ପାଇଁ ଜାରି କରୁଛନ୍ତି। ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବର୍ତ୍ତାନଠାରୁ ଜନ୍ମ ଏବଂ ମୃତ୍ୟୁ ଆଇନ, ୧୯୬୯ ରେ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ ବିଲ୍ ଟେବୁଲ ହେବାର ସମ୍ଭାବନା ରହିଛି। ଜୀବନର…

ପୁଣି କଡାକଡି ହେଲା ଗାଡ଼ି ଚେକିଂ : ନିୟମ ଉଲଂଘନ କଲେ ଡ୍ରାଇଭିଂ ଲାଇସେନ୍ସ ୩ମାସ ପର୍ଯ୍ୟନ୍ତ ବାତିଲ

ଭୁବନେଶ୍ୱର (କେନ୍ୟୁଜ): ଆଜି ଠାରୁ ପୁଣି କଡାକଡି ହୋଇଛି ଗାଡ଼ି ଚେକିଂ । ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ଓ ଅପରାହ୍ନରେ ହେବ ଗାଡ଼ି ଯାଞ୍ଚ । ଦ୍ରୁତ ଗତିରେ ଗାଡି…

ଏହି ୫ଟି ଦେଶରେ କାମ ଦେବ ଭାରତୀୟ ଡ୍ରାଇଭିଂ ଲାଇସେନ୍ସ, ବିନା ଜରିମାନାରେ ରାସ୍ତାରେ ଚଲାଇପାରିବେ ଗାଡ଼ି

ଆମେ ରୋଡ଼ରେ ଗାଡ଼ି ଚଲାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ ପାଖରେ ରହିବା ନିହାତି ଜରୁରୀ। ମାନେ ବିନା ଡ୍ରାଇଭିଂ ଲାଇସେନ୍ସରେ ଯଦି ଆପଣ ଗାଡ଼ି ଚଲାଉଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ରୂପେ ଅବୈଧ। ଏଥିପାଇଁ ଦଣ୍ଡ ଭୋଗିବାକୁ ପଡ଼ିଥାଏ। ତେବେ କଣ ଆପଣ ଜାଣିଛନ୍ତି କି ଭାରତ ବାହାରେ ମଧ୍ୟ ଆପଣ ଏହି…

ପୁରୁଣା ହୋଇଯାଇଛି କିମ୍ବା ଫାଟିଯାଇଛି କି ଆପଣଙ୍କ Driving License, ତାହେଲେ ଏପରି କରନ୍ତୁ Smart DL

ଯଦି ଆପଣଙ୍କ ପାଖରେ ଗାଡି ଅଛି ତାହେଲେ ସାଧାରଣ କଥା ଆପଣଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ନିଶ୍ଚୟ ଥିବ। କିନ୍ତୁ କଣ ଆପଣଙ୍କୁ ଏମିତି କେବେ ଲାଗିଛି ଯେ ଆପଣଙ୍କର ପୁରୁଣା ଚିରି ଫଟା ଡିଏଲକୁ ଆପଣ ସ୍ମାର୍ଟ ଡିଏଲରେ ବଦଳାଇପାରିବେ। ଯଦି ଏପରି କେବେ ଲାଗିଛି ତାହେଲେ ଆମର ଆଜିର ଏ ଖବର ଆପଣଙ୍କ…

ଡ୍ରାଇଭିଂ ଲାଇସେନ୍ସକୁ ନେଇ କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ, ୧ ଜୁଲାଇରୁ ବଦଳିବ ଏହି ନିୟମ

କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ଫାଇଦା ସାଧାରଣ ଲୋକଙ୍କ ପାଇଁ ହେବ। ଏଥିପାଇଁ ଆଉ କାହାରିକୁ ଆରଟିଓର ଚକ୍କର କାଟିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାର ଏନେଇ ନୂଆ ନିଷ୍ପତ୍ତି ବାହାର…

ପାର୍ବଣ ସମୟରେ ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଲା କଡ଼ା ନିୟମ, ଜାଣନ୍ତୁ

ଆସିଛି ପାର୍ବଣ ସମୟ। ଏହି ଅବସରରେ ପୁଣି ଥରେ ଆସିଯାଇଛି ସରକାରଙ୍କ ନୂଆ ନିୟମ। ଖାସ କରି ଡ୍ରାଇଭିଂ କରୁଥିବା ଲୋକଙ୍କ ପାଇଁ ଏହି ନିୟମ ବାହାର କରାଯାଇଛି। ଏବେ ବିପଦପୂର୍ଣ୍ଣ ଭାବେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଉପରେ ପୁଣି ଥରେ ଲାଗୁ ହେବ କଡ଼ା ନିୟମ। ଏଥର ନିୟମ ଭାଙ୍ଗିଲେ ଭୋଗିବେ କଠିନ…

ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡି କାଗଜପତ୍ର ବୈଧତା

ଭୁବନେଶ୍ୱର(କେ ନ୍ୟୁଜ): ବଢିଲା ଗାଡି କାଗଜପତ୍ର ବୈଧତା । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୈଧତା ବଢାଯାଇଛି । କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଗାଡି କାଗଜପତ୍ର ଗୁଡିକର ବୈଧତା ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ପରିବହନ ପ୍ରାଧିକରଣ…