Browsing Tag

driving

ଗୋଡ଼ରେ ଡ୍ରାଇଭିଂ କରି ସାଉଣ୍ଟୁଛନ୍ତି ପ୍ରଶଂସା, ହାତ ନଥିଲେ ବି ମାନି ନାହାନ୍ତି ହାର୍‌

ବିନା ହାତରେ ଡ୍ରାଇଭିଂ କରୁଛନ୍ତି ଯୁବତୀ । ଅତି ନିଖୁଣ ଭାବରେ ଡ୍ରାଇଭିଂ କରି ସାଉଣ୍ଟୁଛନ୍ତି ପ୍ରଶଂସା । ହାତ ନାହିଁ କିନ୍ତୁ ଗୋଡ଼ରେ ଅତି ଅଭିଜ୍ଞତାର ସହିତ ଡ୍ରାଇଭିଂ କରୁଛନ୍ତି । ତେବେ ଯୁବତୀଙ୍କ ଡ୍ରାଇଭିଂ ଦକ୍ଷତା ପାଇଁ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ମିଳିଛି । ଗୋଟିଏ ଗୋଡ଼ରେ…

ୟୁଟର୍ଣ୍ଣ ନେବା ହେଲା କାଳ : ରଙ୍ଗ୍ ରୁଟ୍ ରେ ଯିବା ବେଳେ ଚାପିଦେଲା ଟ୍ରକ

ଭୁବନେଶ୍ୱର (କେନ୍ୟୁଜ): ପୋଲିସକୁ ଦେଖି ୟୁଟର୍ଣ୍ଣ ନେବା ହେଲା କାଳ । ରଙ୍ଗ୍ ରୁଟ୍ ରେ ଯିବା ବେଳେ ଚାପିଦେଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ଭୁବନେଶ୍ବର ପଟିଆ ରାସ୍ତାରେ ଘଟିଛି ଦୁର୍ଘଟଣା । ହେଲମେଟ ପିନ୍ଧି ନଥିବାରୁ ବାଇକ ଆରୋହୀ ଜଣଙ୍କ ତରବରରେ ରଙ୍ଗ ରୁଟରେ ପଳାଇବାକୁ…

ଗୋଟିଏ ପୋର୍ଟାଲରେ ମିଳୁଛି ୧୩ ହଜାରରୁ ଅଧିକ ସେବା

ଆଜିକାଲି ଡିଜିଟାଲ ଯୁଗ ଆମର ଅନେକ କାମକୁ ସହଜ କରିଦେଇଛି। ଏକ ସମୟ ଥିଲା ଯେତେବେଳେ ଆମେ ସରକାରି ସମ୍ବନ୍ଧିତ କାର୍ଯ୍ୟକୁ କରିବା ପାଇଁ ଅଫିସକୁ ଯିବାକୁ ପଡୁଥିଲା। କିନ୍ତୁ ଆଜି ଆପଣ ଆଧାର କାର୍ଡ, ପାନ କାଡ, ଡ୍ରାଇଭିଂ ଲାଇସେନ୍ସ ଠୁ ଆରମ୍ଭ କରି ଅନେକ ସେବାର ଲାଭ ଗୋଟିଏ ପୋର୍ଟାଲ ରେ…

ସାବଧାନ! ଏଣିକି ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ, ଭୁବନେଶ୍ୱରର ଏହି ସବୁ ପ୍ରମୁଖ ଛକରେ ଲାଗିଛି ସିସି…

ଭୁବନେଶ୍ୱର (କେନ୍ୟୁଜ): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ। କାରଣ କନିଶନରେଟ ପୋଲିସ ତରଫରୁ ଜଣାଇ ଦିଆଯାଇଛି ଯେ ଅପରାଧିକ କାର୍ଯ୍ୟକଳାପ ରୋକିବା, ଟ୍ରାଫିକ୍‌ ନିୟନ୍ତ୍ରଣ, ସହରବାସୀଙ୍କ ସୁରକ୍ଷାକୁ କଡ଼ାକଡି କରିବାକୁ ଭୁବନେଶ୍ୱରର…

ଟ୍ରାଫିକ ରୁଲ ଭାଙ୍ଗିଲେ ବି କଟିବନି ଚାଲାଣ, ପାଖରେ ରଖନ୍ତୁ ଏହି ସବୁ ଡକ୍ୟୁମେଣ୍ଟର ସଫ୍ଟ କପି

ଗାଡିଚାଳଙ୍କ ପାଇଁ ରହିଛି ଏକ ବଡ ଓ ଖୁସି ଖବର । ଆପଣ ଗାଡି ଚଲାଉଥିବା ସମୟରେ, ଚେକିଙ୍ଗ ବେଳେ ଆଉ ଅସୁବିଧାର ସାମ୍ନା କରିବେ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆର.ସି ବା ରେଜିଷ୍ଟ୍ରେସନ ସାର୍ଟିଫିକେଟକୁ ନେଇ ସରକାର ଆଣିଲେ ନୂଆ ନିୟମ । ସବୁବେଳେ ସଡକ ପରିବହନ ନିୟମକୁ ନେଇ କିଛି ନା କିଛି…

ଅମାନିଆଙ୍କୁ ନିଆରା ଦଣ୍ଡ : ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧି ନଥିଲେ କରିବେ ଅଳିଆ ସଫା

ଛତିଶଗଡରେ ବଢୁଥିବା ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଦୁର୍ଗ ପୋଲିସ କ୍ରମାଗତ ଭାବରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି। ଦୁର୍ଗ ଏସପି ଅଭିଷେକ ପାଲ୍ଲାଭ ନିଜେ ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି, ଯିଏ ନିଜେ ଲୋକମାନଙ୍କୁ ଯାଞ୍ଚ କରୁଛନ୍ତି। ଏହି ଅଭିଯାନରେ ପୋଲିସ ଏକ…

ଗାଡ଼ି ଚଲାଉଥିଲେ ପାଖରେ ରଖନ୍ତୁ ଏହି ୫ଟି ଜିନିଷ, ଯାତ୍ରା ସମୟରେ କିଛି ବି ସମସ୍ୟାରେ ପଡ଼ିବେନି

କାରରେ ବୁଲିବା ପ୍ରାୟ ସମସ୍ତଙ୍କ ପସନ୍ଦ ଥାଏ। ଅନେକ ଲୋକ ଓ୍ଵିକେଣ୍ଡରେ କାରରେ ଲଙ୍ଗ ଡ୍ରାଇଭରେ ଯାଇଥାନ୍ତି। ବୁଲିବା ସହିତ ମନୋରଞ୍ଜନ ତଥା ମୁଡ ଫ୍ରେସ ପାଇଁ ଏହାର ଆବଶ୍ୟକ ମଧ୍ୟ ରହିଥାଏ। ତେବେ ଗାଡ଼ି ହେଉ ଅବା ଅନ୍ୟ କିଛି ସବୁ ଜିନିଷ ବ୍ୟବହାରର କିଛି ଲିମିଟ ଥାଏ। ଅଧିକ ଦିନ ପର୍ଯ୍ୟନ୍ତ…

ଏଠାରେ ମଦ ପିଇ ଗାଡି ଚଲାଇଲେ ଦେବାକୁ ପଡିପାରେ ୨.୪୦ ଲକ୍ଷର ଜରିମାନା, ନଚେତ ସବୁଦିନ ପାଇଁ ଡ୍ରାଇଭିଂ ମନା

ଭାରତ ହେଉ ଅବା ଅନ୍ୟ କୌଣସି ଦେଶ, ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ସମସ୍ତ ଚେଷ୍ଟା କରୁଛନ୍ତି। ମଦ ପିଇ ଗାଡି ଚଳାଇବା ଠାରୁ ଆରମ୍ଭ କରି ଯାତାୟତକୁ ନେଇ ଟ୍ରାଫିକ ନିୟମ ଭାଙ୍ଗିଲେ ଜରିମାନା ଲାଗିଥାଏ। ଏହି ଆଇନ ପରେ ମଧ୍ୟ ଭାରତରେ ବେଶ୍‌ କିଛି ପାର୍ଥକ୍ୟ ନଜର ଆସିନାହିଁ। କିନ୍ତୁ…

ଡ୍ରାଇଭିଂ ସମୟରେ ଗୁଗଲ ନେଭିଗେସନ ମ୍ଯାପ୍ ବ୍ଯବହାର କରୁଛନ୍ତି କି ? ଖାଲି ହୋଇପାରେ ଆପଣଙ୍କ ପକେଟ୍

ଆପଣ କୌଣସି ଅଜଣା ଜାଗାକୁ ଯିବା ସମୟରେ କାହାକୁ ରାସ୍ତା ବିଷୟରେ ପଚାରିବା ବଦଳରେ ନେଭିଗେସନ ମ୍ଯାପ୍ ବ୍ଯବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। ନଚେତ ଆପରଙ୍କ କଟିପାରେ ଚାଲାଣ। ଅନେକ ଥର ଆମେ କେଉଁ ଅଜଣା ଜାଗାକୁ ଯିବା ବେଳେ ଗୁଗଲ ନେଭିଗେସନକୁ ବ୍ଯବହାର କରିଥାଉ। ଏହି କାରଣରୁ…

ପୁରୁଷ ନା ମହିଳା, କିଏ ଠିକ ଢଙ୍ଗରେ ଚଲାଏ ଗାଡ଼ି ? ରିସର୍ଚ୍ଚରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ

ଯେତେବେଳେ ବି କେହି ଝିଅ ଗାଡ଼ି ଚଲାଇବା କଥା ଉଠେ, ସବୁଠି ସେଇ ଗୋଟିଏ କଥା ଯେ ଝିଅମାନଙ୍କୁ ଠିକ ଭାବେ ଗାଡି ଚଲାଇ ଆସେ ନାହିଁ। କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି, ଯାହାର ଫଳାଫଳ ହୁଏତ କୌଣସି ପୁରୁଷକୁ ପସନ୍ଦ ଆସି ନ ପାରେ।ରିସର୍ଚ୍ଚ ଅନୁସାରେ, ଜଣେ…

ଗାଡି ଚଳାଇବା ସମୟରେ କରୁଛନ୍ତି କି ଏହି ଭୁଲ, ତେବେ ଆଉ କରନ୍ତୁନି

ଆଧୁନିକ ଯୁଗରେ ଭାରତୀୟ ବଜାରରେ କାର ଗୁଡିକର ଚାହିଦା ବେଶ ବଢ଼ିବାରେ ଲାଗିଛି । ନୂଆ ନୂଆ ଟେକ୍ନୋଲୋଜି ଥିବା ଗାଡି ଲଞ୍ଚ ହେବାରେ ଲାଗିଛି । ଲୋକଙ୍କ ସୁବିଧା ପାଇଁ ଏଏମଟି ଯୁକ୍ତ ଗାଡି ଗୁଡିକ ବଜାରରେ ବଢ଼ିବାରେ ଲାଗିଛି ।ଏହାକୁ ଲୋକ ମାନେ ପସନ୍ଦ ମଧ୍ୟ କରୁଛନ୍ତି । ମାନୁଆଲ ଗାଡି ଗୁଡିକ…

ମୃତ୍ୟୁର କାରଣ ସାଜୁଛି ମୋବାଇଲ୍ , WHO ର ସାଙ୍ଘାତିକ ରିପୋର୍ଟ

ଗାଡି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଲୋକ ଅଧିକ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଆଉ ଏହି ଦୁର୍ଘଟଣା ଅତ୍ୟନ୍ତ ମର୍ମନ୍ତୁଦ ହୋଇଥାଏ ଯେତେବେଳେ ଗାଡି ଚାଳକ ମୋବାଇଲରେ କିଛି ଲେଖୁଥାନ୍ତି । କାରଣ ସେମାନଙ୍କ ଆଖି ରାସ୍ତାରେ ନୁହେଁ ଥାଏ ମୋବାଇଲରେ । ଏଭଳି ଏକ ରିପୋର୍ଟ…