କେମିତି ହେବେ ଡ୍ରୋନ୍ ପାଇଲଟ୍ ? ଡ୍ରୋନ୍ ଟେକ୍ନୋଲୋଜିକୁ ବୁଝିବା ପାଇଁ ନିଅନ୍ତୁ ଏହି ତାଲିମ
ସମଗ୍ର ବିଶ୍ୱରେ ଦ୍ରୁତଗତିରେ ଟେକନିକ୍ ର ବିକାଶ ହେଉଛି । ଏହି ଟେକନିକ୍ କ୍ଷେତ୍ରରେ ଡ୍ରୋନ୍ ଇଣ୍ଡଷ୍ଟ୍ରୀ ଦ୍ରୁତ ଗତିରେ ବିକାଶ କରୁଛି ଏବଂ ଆଗାମୀ ବର୍ଷରେ ଏହା ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପୂର୍ବରୁ ଡ୍ରୋନର ବ୍ୟବହାର ବହୁତ ସୀମିତ ଥିଲା କିନ୍ତୁ…