Browsing Tag

drone crashes

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟବସ୍ଥାରେ ତ୍ରୁଟି, ମନ୍ଦିରକୁ ପ୍ରବେଶ କରିବା ସମୟରେ ଖସିପଡ଼ିଥିଲା ଡ୍ରୋନ୍

ଝାରସୁଗୁଡା : ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟବସ୍ଥାରେ ବଡ଼ଧରଣର ତ୍ରୁଟି । ଗତ ୨ ତାରିଖରେ ଝାରସୁଗୁଡା ଝାଡ଼େଶ୍ବର ମନ୍ଦିରକୁ ପ୍ରବେଶ କରିବା ସମୟରେ ଏକ ଅଚିହ୍ନା ଡ୍ରୋନ୍ ତାଙ୍କ ପାଖରେ ଖସିପଡ଼ିଥିଲା । କଡ଼ା ସୁରକ୍ଷା ବଳୟ ଭିତରେ ଡ୍ରୋନ୍ ଟି ଅତର୍କିତ ଭାବେ ଖସିପଡିଥିଲା…