ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ଚୂଡ଼ାରେ ପତାକା ପରିବର୍ତ୍ତନ ସମୟର ଭିଡିଓ ଭାଇରାଲ
ପୁରୀ : ପୁଣି ପୁରୀ ଶ୍ରୀମନ୍ଦିର ଡ୍ରୋନ୍ ଭିଡିଓ ଭାଇରାଲ୍ । ଭାଇରାଲ ହୋଇଥିବା ଡ୍ରୋନ ଉତ୍ତୋଳିତ ଭିଡିଓରେ ଜଣେ ଚୁନରା ସେବକ ନମସ୍କାର କରୁଥିବା ଦେଖାଯାଉଛି । ଶ୍ରୀମନ୍ଦିର ଚୂଡ଼ାରେ ପତାକା ପରିବର୍ତ୍ତନ ସମୟରେ ନମସ୍କାର କରୁଥିବା ଭିଡିଓରେ ରହିଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ…