Browsing Tag

drone operation by police

ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ଶହ ଶହ ସଂଖ୍ୟାରେ ମାଓ ମେଳି, ଡ୍ରୋନରେ ହେଲା କଏଦ

ମାଲକାନଗିରି: ପୋଲିସର ଡ୍ରୋନ୍ ଅପରେସନ। ଧରାପଡିଲା ମାଓବାଦୀଙ୍କ ଗତିବିଧି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ଶହ ଶହ ସଂଖ୍ୟାରେ ମାଓ ମେଳି। ଗାଁ ଲୋକଙ୍କ ସାଥିରେ ମିଶି ପୋଲିସକୁ ଟାର୍ଗେଟ କରିବାକୁ ମାଓବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର। ପୋଲିସର ଡ୍ରୋନ୍ କ୍ୟାମେରା…