Odisha News
.
Browsing Tag

drone

ଡିସିପି- ଡ୍ରୋନ-ଡ୍ରାଇଭିଂ, ଏଣିକି ବିନା ହେଲମେଟ ଓ ଦୃତ ଗାଡି ଚାଳକଙ୍କୁ ମିଳିବନି ନିସ୍ତାର

ଭୁବନେଶ୍ବର(କେନ୍ୟୁଜ୍):  ସଚେତନ- ସାବଧାନ-ଆକ୍ସନ । କମିଶନରେଟ ପୋଲିସର ନୂଆ ଫଣ୍ଡା । ଦୃତ ଗତିରେ ଗାଡି ଚଳାଉଥିବା ଚାଳକଙ୍କୁ ଜଗିବ ଡ୍ରୋନ କ୍ୟାମେରା । ଟ୍ଵିନସିଟିରେ ଏହି ଯୋଜନା ଆରମ୍ଭ କରିବାକୁ ଯାଉଛି କମିଶନରେଟ ପୋଲିସ । ପ୍ରଥମେ ଲୋକଙ୍କୁ କରାଯିବ ସଚେତନ। ପରେ ବିଭିନ୍ନ ସ୍ଥାନରେ ଉଡିବ…

ପ୍ରଥମଥର ପାଇଁ ବେଙ୍ଗାଲୁରୁରେ ଖୋଲିବାକୁ ଯାଉଛି ୨ ଡ୍ରୋନ ଷ୍ଟାଟ୍‌ଅପ୍‌ କମ୍ପାନୀ, ଭାରତ ପାଇଁ ଦେବ ଅନେକ ଫାଇଦା

ବେଙ୍ଗାଲୁରୁ: ଭାରତରେ ପ୍ରଥମ କରି ବେଙ୍ଗାଲୁରୁରେ ଡ୍ରୋନ ଷ୍ଟାଟ୍‌ଅପ୍‌ କମ୍ପାନୀ ଖୋଲିବାକୁ ଯାଉଛି। ଭାରତୀୟ ସିଭିଲ ଆଭିଏସନ୍ ରେଗୁଲେଟର (ଡିଜିସିଏ) ବେଙ୍ଗାଲୁରୁରେ ଏହି ଷ୍ଟାଟ୍‌ଅପ୍‌ କମ୍ପାନୀ ଖୋଲିବା ପାଇଁ ସ୍ୱୀକୃତି ପ୍ରଦାନ କରିଛି । ବେଙ୍ଗାଲୁରୁରେ ଅତ୍ୟାଧୁନିକ ଜ୍ଞାନ କୈାଶଳରେ…

ଷ୍ଟାର୍ଟଅପ କମ୍ପାନୀ ନିର୍ମାଣ କଲା ଉଡନ୍ତା କାର, ଜାଣନ୍ତୁ କେମିତି କରିବ କାମ

ଆମେରିକାନ ଷ୍ଟାର୍ଟଅପ କମ୍ପାନୀ ନେକ୍ସଟ ଫ୍ୟୁଚର ମୋବିଲିଟି ଏକ ଏମିତି କାର ନିର୍ମାଣ କରିବାକୁ ଯାଉଛି ଯାହ ଦେଖିବା ପାଇଁ ଷ୍ଟାଣ୍ଡାର୍ଡ ଏକ୍ସୟୂଭି (XUV)ଭଳି ହେବ। କିନ୍ତୁ ଏହା ନିଜର ଫୋଲଡିଂ ଡେଣା ସାହାଯ୍ୟରେ ମଧ୍ୟ ଉଡାଣ ଭରିପାରିବ। କମ୍ପାନୀ ଏହି ଫୋଲ୍ଡିଂ କାରର ନାମ ଦେଇଛି ‘ଆସ୍କା’।…

ଡ୍ରୋନ ସାହାଯ୍ୟରେ ସାଉଦି ଆରବର ବିମାନ ବନ୍ଦର ଉପରେ ଆକ୍ରମଣ

ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ଆରବର ଏକ ବିମାନ ବନ୍ଦର ଏବଂ ଯବାନମାନଙ୍କ ଠିକଣା ସ୍ଥାନରେ ବମ୍ ଥିବା ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛନ୍ତି । ରିପୋର୍ଟ ଅନୁଯାୟୀ ଘଟଣାରେ କୌଣସି ପ୍ରକାର କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ। ସାଉଦି ଆରବ ସ୍ଥିତ ନଜରାନ ସହରରେ ଇରାନ ୟୁରେନିୟମ…

ରାଜସ୍ଥାନ ସୀମାରେ ଭାରତୀୟ ସେନା ପୁଣି ଧ୍ବଂସ କଲା ପାକିସ୍ତାନୀ ଡ଼୍ରୋନ୍

ଶାନ୍ତିର ଗାଧା ଗାଉଥିବା ପାକିସ୍ତାନ ପୁଣି ଥରେ ଭାରତୀୟ ସୀମା ପାର କରିବାକୁ ଚେଷ୍ଟା କରିଛି। କିନ୍ତୁ ପ୍ରତଥର ଭଳି ଏଥର ମଧ୍ୟ ତାହାର ମୁହଁତୋଡ ଜବାବ୍ ଦେଇଛି ଭାରତ। ମିଡିଆ ରିପୋର୍ଟ ମୁତାବକ, ରାଜସ୍ଥାନ ଶ୍ରୀଗଙ୍ଗାନଗର ସେକ୍ଟରର ଆନ୍ତଃରାଷ୍ଟ୍ରୀୟ ବର୍ଡର ପାଖରେ ଭାରତୀୟ ସେନାକୁ ଏକ…

ଏକ ଡ୍ରୋନ ତିଆରି କରି ଚାଷ କରୁଛନ୍ତି : ୨୦ ମିନିଟ ଚାର୍ଜରେ ଅଢେଇ ଏକର ଜମିରେ ସିଞ୍ଚନ

ଡ୍ରୋନ ମାଧ୍ୟମରେ ଫଟୋ ଓ ଭିଡିଓ ଉତ୍ତୋଳନ ହେଉଥିବା କଥା ଆପଣ ଯାଣିଥିବେ । କିନ୍ତୁ ଡ୍ରୋନ ସାହାଯ୍ୟରେ ଚାଷ କରାଯାଉଥିବା, ଆପଣ କେବେ ଦେଖିଛନ୍ତି ? ଯଦି ଦେଖି ନାହାନ୍ତି ଏହି ଖବରଟି ଆପଣଙ୍କ ପାଇଁ । ରାୟଗଡା ଜିଲ୍ଲାର ଜଣେ ଚାଷୀ କିଛି ଏଭଳି ଏକ କରିସ୍ମା କରିଦେଖାଇଛନ୍ତି ଯାହାଙ୍କୁ ଏବେ,…

ମାଲକାନକାନଗିରି ଓ କୋରାପୁଟରେ ନକ୍ସଲ ଗତିବିଧିକୁ ଜଗିବ ଡ୍ରୋନ

ଭୁବନେଶ୍ବର(କେନ୍ଯୁଜ୍) : ମାଓ ପ୍ରଭାବିତ ମାଲକାନକାନଗିରି ଓ କୋରାପୁଟରେ ନକ୍ସଲ ଗତିବିଧିକୁ ଜଗିବ ଡ୍ରୋନ । ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଡ୍ରୋନ ଅଣାଯିବ । ମାଓବାଦୀଙ୍କ ଗତିବିଧି ଓ କାର୍ଯ୍ଯକଳାପ ଉପରେ କଡା…

ହକି ବିଶ୍ୱକପକୁ ଜଗିବ ଡ୍ରୋନ୍‌ କ୍ୟାମେରା, ଆଉ ରହିଲା ମାତ୍ର ୭୨ ଦିନ

ଭୁବନେଶ୍ବର (କେନ୍ଯୁଜ୍) : ହକି ବିଶ୍ୱକପ୍‌କୁ ଆଉ ରହିଲା ୭୨ ଦିନ । ସୁରକ୍ଷା ପ୍ରସଙ୍ଗରେ ଓଡିଶା ପୋଲିସ ବାରମ୍ବାର ବୈଠକ କରୁଛି। ବିଶ୍ୱକପ୍‌ ସମୟରେ ସୁରକ୍ଷା ଲାଗି, ବ୍ୟବହାର ହେବ ଡ୍ରୋନ୍‌ କ୍ୟାମେରା । ଖୁବ୍‌ ଶିଘ୍ର ଏକ ଉନ୍ନତ ଜ୍ଞାନକୌଶ ଥିବା ଡ୍ରୋନ୍‌ କ୍ୟାମେରା କିଣିବ ପୋଲିସ ।…

ଡ୍ରୋନକୁ ଜଗିବ ଜର୍ମାନୀ ଡିଭାଇସ୍‌ ‘ଜାମିନ୍‌’, ଶୂନ୍ୟରେ ଏହାକୁ କରିବ ନିଷ୍କ୍ରିୟ

ଭୁବନେଶ୍ବର(କେନ୍ଯୁଜ୍) : ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ଡ୍ରୋନ୍‌ ପଲିସି । ଉଦ୍ଦେଶ୍ୟ ଡ୍ରୋନ୍‌ କାରବାରର ସଠିକ ଉପଯୋଗ । ଡ୍ରୋନ୍‌ ରଖୁଥିବା ବ୍ୟବସାୟୀ ପୋଲିସ ପାଖରେ ପଞ୍ଜିକୃତ କରି ଏହାର ବ୍ୟବହାର କରିବେ । କାରଣ କିଛିଦିନ ତଳେ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉପରେ…