Browsing Tag

drowing

ଭଉଣୀକୁ ରକ୍ଷା କରିବାକୁ ଯାଇ ନଦୀରେ ଭାସିଗଲା ଭାଇ

ଯାଜପୁର(କେନ୍ଯୁଜ୍) : ଭଉଣୀର ଜୀବନକୁ ରକ୍ଷା କରିବାକୁ ଯାଇ ନଦୀରେ ଭାସିଗଲା ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଯଜ୍ଞପଡିଆ ନିକଟରେ । ନିଖୋଜ ଯୁବକ ହେଲେ କପାସି ଗାଁ ହେମନ୍ତ ଜେନା । ହେମନ୍ତଙ୍କ ଭଉଣୀ ଛବି ର ସାମାନ୍ୟ ମାନସିକ ବିକୃତି ଥିଲା । ବିଭିନ୍ନ…

ପୋଲ ଉପରେ ବନ୍ୟା ଜଳ ଦେଖୁଥିବା ବେଳେ ଖସି ପଡ଼ିଲେ ନାବାଳକ

ମୟୂରଭଞ୍ଜ(କେନ୍ଯୁଜ୍) : ପୋଲ ଉପରେ ଠିଆ ହୋଇ ନଦୀର ବନ୍ୟା ଜଳକୁ ଦେଖୁଥିବା ସମୟରେ ଅସାବଧାନତାରୁ ଖସି ପଡ଼ି ଭାସି ଯାଇଛନ୍ତି ଜଣେ ନାବାଳକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମହିଷାସୁରୀ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ନିଖୋଜ ନାବାଳକ ହେଲେ ମହିଷାସୁରୀ ଗାଁର ବାପୁନ ମାଝୀଙ୍କ…