Browsing Tag

drown death

ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ : ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ । ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ପୁରୀ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ । ଦୁଇ ଜଣ ଗାଧୋଉଥିବାବେଳେ ବୁଡି ଯାଇଥିଲେ। ସୂଚନା ଅନୁସାରେ ଆଜି କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ…

ଏକା ସହ ଚାଲିଗଲା ଦୁଇ ଜୀବନ, ବାପାଙ୍କ ଶବଦାହ ସାରି ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ପୁଅ

ଢେଙ୍କାନାଳ: ବାପାଙ୍କ ଶବଦାହ ସାରି ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ପୁଅ । ଢେଙ୍କାନାଳ ଜିଲ୍ଲା କୋରିଆଁ ଗାଁରେ ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ କୋରିଆ ଗାଁର ସୁଶାନ୍ତ ସାହୁ। ସୁଶାନ୍ତଙ୍କ ବାପା ବୁଲା ସାହୁଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଲା । ତେବେ ବନ୍ଧୁ , ବାନ୍ଧବ , ସମ୍ପର୍କୀୟ…

ହୋଲି ଖେଳି ଗାଧୋଇବାକୁ ଯାଇ ଭିନ୍ନ ଭିନ୍ନ ସ୍ଥାନରେ ବୁଡିଗଲେ ୪ ଯୁବକ, ଗାଁରେ ଶୋକର ଛାୟା

ନରସିଂପୁର/ଯାଜପୁର ରୋଡ଼ : ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଭିନ୍ନ ଭିନ୍ନ ସ୍ଥାନରେ  ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ ।  ଜଣେ ବଡମ୍ବାର ଓ ଅନ୍ୟ ଜଣେ ଯାଜପୁରର ।  ସେହିପରି ଦିଗମ୍ବରପୂର ନିକଟ ବ୍ରାହ୍ମଣୀ ନଦୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀ କେନାଲରେ ବୁଡି…

କୁଆଖାଇରେ ବୁଡ଼ି ଦୁଇ ନାବାଳକ ମୃତ, ଆସିଥିଲେ ଭୋଜି କରିବାକୁ

ବାରଙ୍ଗ : କାଳ ହେଲା ନଦୀ ଗାଧୁଆ ।  ଭୋଜି କରିବାକୁ ଆସି କୁଆଖାଇରେ ବୁଡ଼ି ଦୁଇ ନାବାଳକ ମୃତ ।  ଭୁବନେଶ୍ବରର ମଞ୍ଚେଶ୍ଵର ଖେଳ ପଡିଆ ସାଇଫନ ନିକଟ କୁଆଖାଇ ନଦୀପଠାରେ ଘଟିଛି ଅଘଟଣ ।  ପରିବାର ସହ ଭୋଜି କରିବାକୁ ଆସିଥିବା ଦୁଇ ନାବାଳକ ଗାଧୋଇବାକୁ ଯାଇ ନଦୀକୁ ଯାଇଥିଲେ ।  ନଦୀରେ ବୁଡ଼ିଯିବା…

ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଯୁବକ, ସୀତାକୁଣ୍ଡରେ ବଣଭୋଜି କରୁଥିଲେ

ମୟୁରଭଞ୍ଜ : ପିକନିକ ହେଲା କାଳ । ଶିମିଳିପାଳ ପାଦଦେଶ ସୀତାକୁଣ୍ଡ ଜଳପ୍ରାପତରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଯୁବକ ।  ଘଟଣା ସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ ।  ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ମେଡିକାଲକୁ ପଠାଇଛି ।  ସୂଚନା ମୁତାବକ ମୃତକମାନେ ଭଦ୍ରକ…

ଦୁଇ ଦୁଇ ଥର ହେଲା ମହିଳାଙ୍କ ଅନ୍ତିମ ସଂସ୍କାର, କିନ୍ତୁ କେମିତି ସମ୍ଭବ

ଭଞ୍ଜନଗର: ଘଞ୍ଚ ଜଙ୍ଗଲ ଭିତରେ ପାହାଡି ଝରଣା ଟିଏ । ସେଇଠି ରୁଣ୍ଢ ହୋଇଥିଲେ ଆଖପାଖ ଗାଁ ଲୋକେ । ଝରଣାକୁ ଲାଗି ରହିଥିବା ପଥର ଉପରେ ବସି ବାହୁନି ବାହୁନି କାନ୍ଦୁଥିଲା ଭେଣ୍ଡିଆ ପୁଅ । ସେପଟେ ଝରଣା ପାଣି ଭିତରେ ପଶି ମୃତଦେହକୁ ଉଦ୍ଧାର କରିବାରେ ଲାଗିଥିଲେ ଅଗ୍ନିଶମ ବାହିନୀର କର୍ମଚାରୀମାନେ…

ବୁଡ଼ ପକାଇବାକୁ ଯାଇ ଭାସିଗଲେ ୨ ମହିଳା

ବ୍ରହ୍ମପୁର : ବୁଡ଼ ପକାଇବାକୁ ଯାଇଥିଲେ, ଶବ ହୋଇ ଫେରିଲେ। ନଦୀରେ ଭାସିଗଲେ ୨ ମହିଳା। ଦିଗପହଣ୍ଡି ଘୋଡ଼ାହାଡ଼ ନଦୀରେ ଭାସିଗଲେ ୨ ମହିଳା। ୫ କିଲୋମିଟର ଦୂରରେ ମିଳିଲା ମୃତଦେହ। ମୃତକ ଦୁଇ ଜଣ ଦିଗପହଣ୍ଡି ବ୍ଲକ ସେବକ ଟିକରପଡା ଗାଁର ଲତିଟା ପାଢ଼ୀ, ସବିତା ଗୌଡ଼। ଆଜି ଭୋରରୁ ନଦୀକୁ କାର୍ତ୍ତିକ…

ପୋଖରୀରେ ବୁଡି ମୃତ୍ୟୁ, ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ

ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦର ଥାନାରେ ଅଘଟଣ । ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ନୟାଗଡ ଜ଼ିଲ୍ଲା ସଦରଥାନା ଅନ୍ତର୍ଗତ ଶିମିଳିସାହିରେ ମନୁ ନାୟକଙ୍କର ବୁଡ଼ିଯାଇ ମୃତ୍ୟୁ ଘଟିଛି । ଆଜି ସକାଳୁ ମନୁ ନିତ୍ୟକାର୍ଯ୍ୟ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ଦୀର୍ଘ ସମୟ…

କୋଏଲ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, ଭୋଜି କରିବାକୁ ଯାଇ ଭାସି ଯାଇଥିଲେ

ରାଉରକେଲା : କୋଏଲ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ  l  ଆଜି ସକାଳୁ ଚାରି ଯୁବକ ନଦୀ କୂଳରେ ଭୋଜି କରିବାକୁ ଯାଇ ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଜଣେ ଯୁବକ  l  ଯୁବକ ସୁନୀଲ ସିଂ ହୋଇଥିବାବେଳେ ତାଙ୍କର ବୟସ ୩୧ ବର୍ଷ  l ହମୀରପୁର କିସାନ ବସ୍ତିର  ଏହି  ଚାରି ଯୁବକ  ନଦୀ କୂଳରେ ଭୋଜି…

ଟୁଙ୍କି ଜଳପ୍ରପାତରେ ବୁଡ଼ି ଛାତ୍ର ମୃତ, ମୃତଦେହ ଉଦ୍ଧାର

ଉଦଳା : ମୟୂରଭଂଜ ଜିଲ୍ଲା ଟୁଙ୍କି ଜଳପ୍ରପାତରେ ବୁଡ଼ି ଛାତ୍ର ମୃତ । ମୃତକ ହେଲେ ବାରିପଦା ମୁର୍ଗାବାଡି ଅଞ୍ଚଳର ସୌମିତ କୁମାର ପାତ୍ର । ସୌମିତ ନିଜ ସାଙ୍ଗଙ୍କ ସହ ଜଳପ୍ରପାତ ବୁଲାବୁଲି କରିବାକୁ ଆସିଥିଲେ । ସେଠାରେ ଗାଧୋଉଥିବା ବେଳେ, ଗୋଡ଼ ଖସିଯାଇ ଗଭୀର ପାଣିରେ ବୁଡି ଯାଇଥିଲେ ।  ଏନେଇ…

ଝରଣା ବୁଲିବାକୁ ଆସି ବୁଡିଗଲେ ୨ ଛାତ୍ର, ମୃତ ଘୋଷଣା କଲେ ଡାକ୍ତର

ରାଉରକେଲା : ଇନଷ୍ଟାଗ୍ରାମ ପୋଷ୍ଟ ଦେଖି, ଝରଣା ବୁଲିବାକୁ ଆସି ବୁଡିଗଲେ ୨ ଛାତ୍ର । ରାଉରକେଲା ରାଣ୍ଟୋ ବିରକେରା ଅଞ୍ଚଳର ଏ ଅଭାବନୀୟ ଘଟଣା । ମୃତକ ଦ୍ବୟ ହେଲେ ରାଉରକେଲା ଇସ୍ପାତ ଇଂଲିଶ ମିଡିୟମ ସ୍କୁଲର ଓମ୍ ସୁନା ଓ ଅନୁରାଗ ଦାସ । ଉଭୟ ଦଶମ ଶ୍ରେଣୀରେ ପଢୁଥିବା ବେଳେ, ଅନ୍ୟ ୬ଜଣ…

ଗଣେଶ ମୂର୍ତ୍ତି ଭସାଣ ବେଳେ ପୋଖରୀରେ ବୁଡ଼ି ଛାତ୍ର ମୃତ

ଯାଜପୁର ଟାଉନ : ଭସାଣ ବେଳେ ଛାତ୍ର ମୃତ ।  ଗଣେଶ ମୂର୍ତ୍ତି ଭସାଣ ବେଳେ ପୋଖରୀରେ ବୁଡ଼ି ଛାତ୍ର ମୃତ  ।   ୮ଜଣ ଛାତ୍ର ବୁଡ଼ି ଯାଉଥିବା ବେଳେ ୭ଜଣଙ୍କୁ ଉଦ୍ଧାର କରାଯାଇପାରିଛି ।  ଜଣେ ଛାତ୍ରଙ୍କ ଜୀବନ ଯାଇଛି ।  ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଙ୍ଗରଙ୍ଗା ଗ୍ରାମର ପ୍ରହଲ୍ଲାଦ ଉଚ୍ଚ…