Browsing Tag

drown

ଗାଧୋଇବା ବେଳେ ଭାସିଗଲେ ଦୁଇଜଣ 

ଚୌଦ୍ଵାର : ବିରୂପା ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇଜଣ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ପଠାଯାଇଛି । ସେମାନେ ହେଲେ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣ ଚନ୍ଦ୍ର ସାହୁ (୨୦) ଓ ଅନ୍ୟ ଜଣେ ସେହି ସାହିର ମୟଙ୍କ ସାହୁ (୧୮) । ଦୁହେଁ ବିରୂପା ନଦୀରେ…

କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ୯ମ ଶ୍ରେଣୀ ଛାତ୍ର ନିଖୋଜ

କାମାକ୍ଷାନଗର(କେନ୍ଯୁଜ୍): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ନବମ ଶ୍ରେଣୀ ଛାତ୍ର ନିଖୋଜ। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ…

କୋରାପୁଟ ଗୋଇପଦର ଗାଁରେ ଅଘଟଣ: ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ୨ ଶିଶୁ ମୃତ

କୋରାପୁଟ(କେନ୍ଯୁଜ୍): ପାଣିରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଗୋଇପଦର ଗାଁରେ ଘଟିଛି ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଶିଶୁ ବୁଡ଼ିଯାଇଥିଲେ । ଏମାନେ ହେଲେ ଗାଁର କେଶବ ଖିଲଙ୍କ ୫ ବର୍ଷର ଝିଅ ନନ୍ଦିନୀ ଓ ଲକ୍ଷ୍ମଣ ଗୋଲାରୀଙ୍କ ୪ ବର୍ଷର…

କଳାହାଣ୍ଡି କୁଟରୁଗୁଡାରେ ଅଘଟଣ: ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ

କଳାହାଣ୍ଡି(କେନ୍ଯୁଜ୍): ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ କୁଟରୁଗୁଡାରେ ଅଘଟଣ ଘଟିଛି। ମୃତ ଦୁଇ ଶିଶୁ ହେଲେ କସ୍ମିତା ମାଝୀ ଓ ସୁଶାନ୍ତ ମାଝୀ । ବାପା ମାଆ ଚାଷଜମିରେ କାମ କରୁଥିବାବେଳେ ଦୁଇ ଶିଶୁ ପୋଖରୀ ନିକଟକୁ ଚାଲିଯାଇଥିଲେ । କିଛି…

ଯାଜପୁର ଲିଙ୍ଗେଶ୍ୱର ଘାଟ ଓ ଭଦ୍ରକ ବୈତରଣୀରେ ବୁଡିଗଲା ୧୧ଟି ହାଇଓ୍ଵା ଗାଡି, ବାଲି ନେବାକୁ ଆସିଥିବାବେଳେ ହଠାତ୍…

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଲିଙ୍ଗେଶ୍ୱର ଘାଟରେ ବୁଡିଗଲା ୫ଟି ହାଇଓ୍ଵା ଗାଡି। ବାଲି ନେବାକୁ ଆସିଥିବାବେଳେ ଏହି ଭଳି ଅଘଟଣା ଘଟିଛି । ହାଇଓ୍ଵା ଗୁଡିକ ବାଲି ଉଠାଥିବାବେଳେ ବେଳେ ହଠାତ ଚେକପୋଷ୍ଟରୁ ପାଣି ଛାଡିଦିଆଯାଇଥିଲା। ଫଳରେ ଗାଡି ଗୁଡିକ ସଂପୂର୍ଣ୍ଣ ବୁଡି ଯାଇଥିବାର…