ପାଣିରେ ବୁଡି ୩ ଦଶମ ଶ୍ରେଣୀ ଛାତ୍ର ମୃତ, ୩ ଛାତ୍ର କୋରାପୁଟ ନବୋଦୟ ବିଦ୍ୟାଳୟର
ପାଣିରେ ବୁଡି ୩ ଦଶମ ଶ୍ରେଣୀ ଛାତ୍ର ମୃତ । କୋଲାବ ଜଳ ଭଣ୍ଡାରରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ୩ ଛାତ୍ର କୋରାପୁଟ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟର । ସମସ୍ତ ଛାତ୍ରମାନେ ଦଶମ ପରୀକ୍ଷା ଦେଇସାରିଥିଲେ । ତେବେ କଣ ପାଇଁ ସେମାନେ ନଦୀକୁ ଯାଇଥିଲେ ଜଣାପଡିନାହିଁ । ତିନି ଜଣ ମେଡିକାଲରେ…