ରାଖୀ ପୂର୍ଣ୍ଣମୀରେ ଅଘଟଣ: ନଦୀରୁ ପାଣି ଉଠାଇବା ବେଳେ ଭାସିଗଲେ ୨ ଭଉଣୀ
ଜଳେଶ୍ୱର: ରାଖୀ ପୂର୍ଣ୍ଣମୀରେ ଅଘଟଣ । ଭାସିଗଲେ ୨ ଜଣ । ନଦୀରୁ ପାଣି ଉଠାଇବା ବେଳେ ଭାସିଗଲେ ୨ ଭଉଣୀ । ସୁବର୍ଣ୍ଣରେଖା ନଦୀର ଶିଖରପୁର ଘାଟରୁ ପାଣି ଉଠାଉଥିଲେ । ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି ପାଇଁ ଉଠାଉଥିଲେ ପାଣି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି ରହିଛି ।…