ପୁଅକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଲା ମାଆ
ମାର୍ଶାଘାଇ: ମାଆ ତୁ ଭାରି ସ୍ୱାର୍ଥପର । ମୋ ଜୀବନ ଚାଲିଯାଇଥିଲେ ତୁ ବଞ୍ଚିପାରିନଥାନ୍ତୁ ବୋଲି ଆଜି ମତେ କଷ୍ଟ ଦେଇ ଚାଲିଗଲୁ ନା....ତୋ ବିନା ମୁଁ କେମିତି ବଞ୍ଚିବି ଲୋ । ଏତେ ବଡ ଦୁନିଆରେ ମତେ ତୋ ଭଳି କିଏ ଆଉ ସ୍ନେହ ମମତା ଦେବ କହିଲୁ । ତୁ ଫେରିଆ ଲୋ ମାଆ.....ସତରେ ମାଆର ମମତା…