Browsing Tag

drowning child

ଭୋଜି କରିବାକୁ ଯାଇଥିଲେ ୮ ସାଙ୍ଗ; ନଦୀରେ ବୁଡ଼ି ୨ ମୃତ, ୨ ନିଖୋଜ

ଭୁବନେଶ୍ୱର (କେନ୍ୟୁଜ): କୁଆଖାଇରେ ବୁଡ଼ି ଗଲା ୨ ଛାତ୍ରଙ୍କ ଜୀବନ। ଭୁବନେଶ୍ୱର ଉପକଣ୍ଠ ବଇଞ୍ଚୁଆ ଧବଳାହାର ନିକଟରେ କୁଆଖାଇ ନଦୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ନିଖୋଜ ଅଛନ୍ତି । ମୃତ ଛାତ୍ର ହେଲେ ଜାମସେଦପୁରର ଆର୍ଯ୍ୟନ ମିଶ୍ର ଓ କଟକର କୁମାର ଅବିନାଶ। ନିଖୋଜ ଦୁଇ ଜଣଙ୍କୁ…

ଠିକାଦାର ଖୋଳିଥିବା ଗତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ, କୋରାପୁଟ ମାଝିଗୁଡ଼ାରେ ଅଘଟଣ

କୋରାପୁଟ(କେନ୍ୟୁଜ୍): ପାଣିରେ ବୁଡ଼ି ୪ ମୃତ। କୋରାପୁଟ ସଦର ଥାନା ମାଝିଗୁଡ଼ା ନିକଟରେ ଅଭାବନୀୟ ଘଟଣା। ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ କୋରାପୁଟ ସଦର ଥାନା ପୋଲିସ ପହଞ୍ଚିଛି । ପାଣିରେ ବୁଡ଼ି ୩ ନାବାଳିକା ଓ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି…

୧୯ ଘଣ୍ଟା ପରେ ପଞ୍ଚସଖା ନଗର ନିକଟ ନାଳରୁ ମିଳିଲା ନିଖୋଜ ଜ୍ୟୋତିପ୍ରକାଶଙ୍କ ମୃତଦେହ

ଭୁବନେଶ୍ବର(କେନ୍ଯୁଜ୍):୧୯ ଘଣ୍ଟା ପରେ ମିଳିଲା ନିଖୋଜ ଜ୍ୟୋତିପ୍ରକାଶଙ୍କ ମୃତଦେହ। ରାତି ସାରା ଖୋଜାଖୋଜି ପରେ ଭୁବନେଶ୍ୱର ପଞ୍ଚଶାଖା ନଗର ନିକଟ ନାଳରୁ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଜ୍ୟୋତିପ୍ରକାଶ ଓରଫ ରାଜାଙ୍କୁ ଖୋଜିବା ପାଇଁ ଗତକାଲିଠୁ ଜାରି ରହିଥିଲା ଉଦ୍ୟମ ।…

ବନ୍ୟା ବିଭୀଷିକାରେ ଶିଶୁର ସଳିଳ ସମାଧି, ଦେଖନ୍ତୁ ସେହି ହୃଦୟ ବିଦାରକ ଫଟୋ

ଏକ ହୃଦୟ ବିଦାରକ ଫଟୋ ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରବଳ ବର୍ଷା ଯୋଗୁ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। ବିହାରରେ କିଛି ଦିନ ଧରି ପ୍ରଳୟଙ୍କାରୀ ବନ୍ୟାର ତାଣ୍ଡବ ଜାରି ରହିଛି । ବନ୍ୟାରେ ୪୪ଜଣ ମୃତ୍ୟୁବରଣ…