Browsing Tag

drowning dead

ଜେଜେବାପାଙ୍କ ଶୁଦ୍ଧିକ୍ରିୟା ସାରି ନଦୀରେ ଶୌଚ ହେଉଥିବା ବେଳେ ଭାସିଗଲା ନାତି

କେନ୍ଦ୍ରାପଡା(କେନ୍ୟୁଜ):  ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା ସାରି ଶୌଚ ହେଉଥିବା ବେଳେ ନଦୀରେ ଭାସିଗଲା ନାତି। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଙ୍ଗରାଜପୁର ଗାଁର ସୁଶାନ୍ତ ଗିରିଙ୍କ ପୁଅ ରାକେଶ ଗିରି ଜେଜେ ବାପାଙ୍କ…

ଜଳଭଣ୍ଡାରକୁ ଗାଧୋଇ ଯିବା ହେଲା କାଳ: ଖେଳୁ ଖେଳୁ ବୁଡି ଗଲେ ୨ ଶିଶୁ କନ୍ୟା

ମାଲକାନଗିରି (କେନ୍ୟୁଜ): ବାଲିମେଳା ଜଳଭଣ୍ଡାରରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ । ମାଲକନଗିରି ଜିଲ୍ଲା ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମ ନିକଟ ବାଲିମେଳା ଜଳଭଣ୍ଡାରରେ ଏଭଳି ଅଘଟଣ ଘଟିଛି । ମୃତ ଦୁଇ ନାବାଳିକା ହେଲେ ସାବିତ୍ରୀ ( ୮ ବର୍ଷ) ଓ ଧବଳି (୭ ବର୍ଷ) ବୋଲି…

ଭୁବନେଶ୍ବର: ପୋଖରୀପୁଟ ଝାରପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

 ଭୁବନେଶ୍ବର(କେନ୍ୟୁଜ୍): ପୋଖରୀରେ ବୁଡ଼ି ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୋଖରୀପୁଟ ଝାରପୋଖରୀରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ଗଣ୍ଡମୁଣ୍ଡା ସ୍କୁଲର ରାକେଶ ମହାରଣା ଓ ୟୁନିଟ୍-୮ ବାଳକ ଉଚ୍ଚ ବବିଦ୍ୟାଳୟର ଶୁଭମ ଜେନା।…

ନୟାଗଡ଼: ଗାଧୋଇଥିବା ବେଳେ ପୋଖରୀରେ ବୁଡି ୨ ଶିଶୁ ପୁତ୍ର ମୃତ

ନୟାଗଡ଼(କେନ୍ୟୁଜ୍): ପୋଖରୀରେ ବୁଡି ୨ ଶିଶୁ ପୁତ୍ରଙ୍କ ମୃତ୍ୟୁ।  ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ା ଗାଁରେ ଅଭାବନୀୟ ଘଟଣା । ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର ହୋଇଛି। ଦଶପଲ୍ଲା ମେଡିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ଘଟଣା ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି…

ଭୋଜି କରିବାକୁ ଯାଇଥିଲେ ୮ ସାଙ୍ଗ; ନଦୀରେ ବୁଡ଼ି ୨ ମୃତ, ୨ ନିଖୋଜ

ଭୁବନେଶ୍ୱର (କେନ୍ୟୁଜ): କୁଆଖାଇରେ ବୁଡ଼ି ଗଲା ୨ ଛାତ୍ରଙ୍କ ଜୀବନ। ଭୁବନେଶ୍ୱର ଉପକଣ୍ଠ ବଇଞ୍ଚୁଆ ଧବଳାହାର ନିକଟରେ କୁଆଖାଇ ନଦୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ନିଖୋଜ ଅଛନ୍ତି । ମୃତ ଛାତ୍ର ହେଲେ ଜାମସେଦପୁରର ଆର୍ଯ୍ୟନ ମିଶ୍ର ଓ କଟକର କୁମାର ଅବିନାଶ। ନିଖୋଜ ଦୁଇ ଜଣଙ୍କୁ…

ହୋଲିରେ ଅଘଟଣ, ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ

ବଲାଙ୍ଗିର(କେନ୍ୟୁଜ): ହୋଲିରେ ଅଘଟଣ । ଖେଳିସାରି ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର କନପାଲି ପଡ଼ାର ରାହୁଲ ଭାଟି ନାମକ ଯୁବକ ଆଜି ହୋଲି ଖେଳିସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଦୁର୍ଭାଗ୍ୟ ବଶତଃ ତାଙ୍କ…

କନ୍ଧମାଳ: ଟିକାବାଲି ଛତିଝାର ଗାଁର ଅଘଟଣା, ପାଣିରେ ବୁଡ଼ି ନାବାଳକ ଭାଇ ଭଉଣୀ ମୃତ

କନ୍ଧମାଳ(କେନ୍ୟୁଜ୍):   ପାଣିରେ ବୁଡ଼ି ନାବାଳକ ଭାଇ ଭଉଣୀ ମୃତ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଛତିଝାର ଗାଁ ରେ ଘଟିଛି ଏପରି ଅଭାବନୀୟ ଘଟଣା । ବଡ଼ ମାଆଙ୍କ ସହ ଶାଲୁଙ୍କି ନଦୀକୁ ଗାଧୋଇବାକୁ ଯାଇଥିଲେ ସ୍ଥାନୀୟ ଯୁଧିଷ୍ଠିର ଦେହୁରୀଙ୍କ ପୁଅ ଏବଂ ଝିଅ । ଗାଧୋଇବା ବେଳେ ଉଭୟଙ୍କ ଗୋଡ…

ଯାଜପୁର: ଗାଧୋଇବା ହେଲା କାଳ, ନଦୀରେ ବୁଡି ଦୁଇ ଯୁବକଙ୍କ ସଲିଳ ସମାଧି

ଯାଜପୁର(କେନ୍ୟୁଜ୍):  ନଦୀରେ ବୁଡି ଦୁଇ ଯୁବକଙ୍କ ସଲୀଳ ସମାଧି। ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ବ୍ଲକ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ। ମୃତ ଯୁବକ ଦ୍ୱୟ ବାଲିଆ ଗ୍ରାମର ଶରତ ମିଶ୍ରଙ୍କ ପୁଅ ସୁନୀଲ ମିଶ୍ର (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା (୧୮) ବୋଲି…

ଗଜପତି: ପୋଖରୀରେ ଗାଧୋଇବା ହୋଲା କାଳ, ଗୋଡ଼ ଖସି ଚାଲିଗଲା ନାବାଳକର ଜୀବନ

ମୋହନା(କେନ୍ୟୁଜ୍‌): ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ । ମୃତକ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ବାହାଡାପଦା ଗ୍ରାମର ମିଖାଏଲ୍ ଶବରଙ୍କ ପୁଅ ଆଲୋକ ଶବର ।ସୂଚନା ପ୍ରକାରେ ଶନିବାର ଦିନ ୩ଟା  ସମୟରୁ ଆଲୋକ କେଉଁ ଆଡେ ଯାଇ ସଂଧ୍ୟା ଛଅ ଘଣ୍ଟ ପର୍ଯ୍ୟନ୍ତ ଆଉ…

କେନ୍ଦୁଝର: ତୁରୁମୁଙ୍ଗା ଥାନା ଖୀରେଇଟାଙ୍ଗିରୀ ଗାଁରେ ପୋଖରୀରେ ବୁଡି ଶିଶୁକନ୍ୟା ମୃତ

କେନ୍ଦୁଝର(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୀରେଇଟାଙ୍ଗିରୀ ଗ୍ରାମର ଉଦଗର ସାହିରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ବୁଡି ୬ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି । ମୃତ ଶିଶୁ ହେଲେ ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ଝିଅ ଲତିକା ରାଣୀ ନାଏକ।  ସୂଚନା ଅନୁସାରେ  ଶିଶୁ କନ୍ୟା…

ପିପିଲି : କେନାଲରେ ପଡ଼ି ଯୁବକଙ୍କ ମୃତ୍ୟୁ

ପିପିଲି (କେନ୍ୟୁଜ୍‌) : ଘରକୁ ଫେରୁଥିବା ବେଳେ ଯୁବକ ଜଣକ କେନାଲ ଭିତରେ ପଡ଼ିଗଲେ, ଆଉ ତାଙ୍କର ମୃତ୍ୟୁ ଘଟିଲା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଳଉତା ଗ୍ରାମର ଶୁଭେନ୍ଦୁ ପଟ୍ଟନାୟକ ଗତ ରାତିରେ ଘରକୁ ଫେରୁଥିବା ବେଳେ ଏଭଳି ଭାବେ ମୃତ୍ୟୁମୁଖରେ ପଡ଼ିଛନ୍ତି । ଡେଲାଙ୍ଗ ମାଇନର…

ପାଣିରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି, ସାନ ଭଉଣୀକୁ ଉଦ୍ଧାର ପାଇଁ ଯାଇ ବୁଡ଼ିଗଲା ବଡ଼ଭଉଣୀ

ମାଲକାନଗିରି : ପାଣିରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ମୁକାନପାଲ୍ଲୀ ଗାଁରେ । ମୃତ ଦୁଇ ଶିଶୁଙ୍କର ବୟସ ଯଥାକ୍ରମେ ୬ ଏବଂ ୩ ବର୍ଷ ବୋଲି ଜଣାପଡିଛି । ଘଟଣା ପରେ ଉକ୍ତ ମୁକାନପାଲ୍ଲୀ ଅଞ୍ଚଳରେ ଶୋକର ଛାୟା…