ବୈତରଣୀ ନଦୀର ବ୍ୟାରେଜ କାମରେ ଭାସିଯାଇ କାର୍ଯ୍ୟରତ ଶ୍ରମିକ ମୃତ, ଉଦ୍ଧାର ହେଲା ମର ଶରୀର
ଯାଜପୁର(କେନ୍ୟୁଜ୍):ଯାଜପୁର ଥାନା ବରାହପୀଠ ନିକଟରେ ବୈତରଣୀ ନଦୀରେ ଚାଲିଥିବା ବ୍ୟାରେଜ କାମରେ ଭାସିଯାଇଥିବା ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ ଶରୀର ଉଦ୍ଧାର ।ମୃତ ଶ୍ରମିକ ହେଲେ କଳାହାଣ୍ଡି ଜିଲ୍ଲାର ଶୋମନାଥ ପଟେଲ । ସେ ପ୍ରତିଦିନପରି କାର୍ଯ୍ୟସାରି ବୈତରଣୀରେ ଗାଧୋଇ ହୋଇ ଫେରନ୍ତି। ଆଜି…