Browsing Tag

drowning death

ଗାଧୋଇବାକୁ ଯାଇ ଆଉ ଫେରିଲେନି ଦୁଇ ଭାଇ, ପୋଖରୀରେ ବୁଡି ଚାଲିଗଲା ଜୀବନ

ନୟାଗଡ(କେନ୍ୟୁଜ୍): ଦୁଇ ଭାଇଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଗଲା ଦୁଇ ନାବାଳକଙ୍କ ଜୀବନ। ନୟାଗଡ ଜିଲ୍ଲା ବାଉଁଶିଆପଡା ଅଭିମାନପୁରରେ ଅଘଟଣ ଘଟିଛି । ମୃତକ ହେଲେ ଲିପୁନ କର ଓ ପ୍ରଦୀପ୍ତ ପ୍ରଳୟ କର । ସମ୍ପର୍କରେ ଦାଦା ପୁଅ ଓ ବଡବାପା ପୁଅ ଭାଇ। ଆଜି ସକାଳୁ ଦୁଇଜଣ ପୋଖରୀକୁ ଗାଧୋଇବାକୁ…

ପୋଖରୀରେ ବୁଡି ଦୁଇ ନାବାଳକ ମୃତ

ଅଭିମାନପୁର ଗ୍ରାମ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ନାବାଳକ ଦଦା ପୁଅ ଓ ବଡବାପା ପୁଅ ଭାଇ । ମୃତ ନାବାଳକ ହେଲେ ଅଭିମାନପୁର ଗ୍ରାମର ଲିପୁନ କର(10) ଓ ପ୍ରଦୀପ୍ତ ପ୍ରଳୟ କର(12)। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ପଞ୍ଚାୟତ…

ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର ପରେ ମେଡିକାଲରେ ମୃତ ଘୋଷଣା

ପୁରୀ(କେନ୍ୟୁଜ୍): ସମୁଦ୍ରରେ ଭାସି ପର୍ଯ୍ୟଟକ ମୃତ। ମୃତ ପର୍ଯ୍ୟଟକ ପଶ୍ଚିମବଙ୍ଗ ବାଙ୍କୁଡାର ୪୧ ବର୍ଷୀୟ ଅର୍ଚ୍ଚିତ ବାନାର୍ଜୀ । ଅର୍ଚ୍ଚିତ ପରିବାର ଲୋକଙ୍କ ସହ ବୁଲିବାକୁ ଆସି ବଳିଆପଣ୍ଡାଠାରେ ରହିଥିଲେ। ଆଜି ପୂର୍ବାହ୍ନରେ ଲାଇଟ ହାଉସ ନିକଟରେ ସମୁଦ୍ରରେ ଗାଧୋଇବାବେଳେ ଲହଡ଼ିରେ ଭାସି…

ପୋଖରୀକୁ ବୁଡ଼ି ମା ଝିଅ ମୃତ

ଦଶପଲ୍ଲା : ପୋଖରୀକୁ ଗାଧୋଇବାକୁ ଯାଇ ଅସାବଧାନତା ଯୋଗୁଁ ମା' ଏବଂ ଝିଅ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁରେ। ଅପରାହ୍ନ ସମୟରେ ମା' ଝିଅ ଗାଧେଇବାକୁ ପୋଖରୀକୁ ଯାଇଥିବା ବେଳେ ଘରକୁ ଫେରିବାରୁ ବିଳମ୍ୱ ହେବାରୁ ପାରିବାର ଲୋକ ଖୋଜା ଖୋଜି କରିଥଲେ। ପରେ…

 ଦଶ କାର୍ଯ୍ୟ କରିବାକୁ ଯାଇଥିବା ସମୟରେ ନଦୀରେ ବୁଡି ଦୁଇ ମୃତ, ଜଣେ ଉଦ୍ଧାର

ଜଗତସିଂହପୁର : ଦଶ କାର୍ଯ୍ୟ କରିବାକୁ ଯାଇ ଦୁଇ ମୃତ ଜଣେ ଉଦ୍ଧାର l ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧୀନସ୍ତ ବିରିଡି ଥାନା ଅଞ୍ଚଳର ବାରେଡ଼ିଆ ନଦୀ ଘାଟ ନିକଟରେ l ସୂଚନା ଅନୁଯାଇ ବାରେଡ଼ିଆ ଗ୍ରାମର ଯବାନ ସତ୍ୟନାରାୟଣ ପାଲଙ୍କ ଦଶାହ କର୍ମରେ ବାରେଡ଼ିଆ ଦେବୀ…

ପାଣିରେ ଭାସିଯାଇ ନାବାଳକ ମୃତ, ଲୋୟର ଇନ୍ଦ୍ର ଡ୍ୟାମ କେନାଲରେ ଗାଧୋଉଥିଲେ

ନୂଆପଡା : ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ଡ୍ୟାମ କେନାଲକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ଜଣେ ନାବାଳକ ମୃତ l ମୃତ ନାବାଳକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଗୋଇମୁଣ୍ଡି ଗାଁର ଧବଳେଶ୍ୱର ବନଛୋରଙ୍କ 14 ବର୍ଷର ପୁଅ ଟିଟୁ ବନଛୋର ବୋଲି ଜଣାପଡିଛି l ଖଡ଼ିଆଳ ଅଗ୍ନିଶମ ବିଭାଗ…

ଯାଜପୁର ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ୨ ଯୁବକ ମୃତ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ ଅଘଟଣ । ଗାଧୋଇବା ବେଳେ ବୁଡ଼ି ୨ ଯୁବକ ମୃତ । ମୃତକ ଯୁବକ ହେଲେ ଧର୍ମଶାଳା ଥାନା ଦେଓଦା ଅଂଚଳର ଗୋବିନ୍ଦ ରଣା ଓ ଜାରକା କୁମାରୀ ସୌମ୍ୟ ରଞ୍ଜନ ମହାରଣା । ଆଜି କାମ ସାରି ନଦୀରେ…

ବରମୁଣ୍ଡା ଗାଁ ପୋଖରୀରେ ବୁଡି ଛାତ୍ର ମୃତ୍ୟୁ

ଭୁବନେଶ୍ୱର : ବରମୁଣ୍ଡା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଛାତ୍ର ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଛାତ୍ର ଜଣକ ହେଲେ ବରମୁଣ୍ଡା ମୁନିସିପାଲ କର୍ପୋେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ । ଓଁମ ଅଷ୍ଟମ ଶ୍ରେଣୀରେ ପଢନ୍ତି । ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ଵର ମନ୍ଦିର…

ପୋଖରୀରେ ବାପ ଝିଅଙ୍କ ସଲିଳ ସମାଧି

ଢେଙ୍କାନାଳ: ପୋଖରୀରେ ବୁଡ଼ି ବାପ ଝିଅଙ୍କ ସଲିଳ ସମାଧି। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ ଆମ୍ବାବାହଳି ଗାଁରେ ଅଭାବନୀୟ ଘଟଣା। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ। ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି…

ପୋଖରିରେ ବୁଡି ଚାଷୀ ମୃତ, ଗାଧୋଇବା ବେଳେ ଖସିଗଲା ଗୋଡ

ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ଖଲଣା ପଞ୍ଚାୟତ ଅନ୍ତର୍ଗତ ଆଗର୍ଦା ଗାଁ ପୋଖରୀରେ ବୁଡି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଚାଷୀ ପ୍ରଶାନ୍ତକୁମାର ଚାଷ କାମ ସାରି ଗ୍ରାମର ଅସୁରଗଡିଆରେ ଗାଧୋଇବା ସମୟରେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ…

ଖେଳୁ ଖେଳୁ ଖସିଗଲା ଗୋଡ, ପୋଖରୀରେ ବୁଡି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ

ଲମତାପୁଟ (କେନ୍ୟୁଜ): ପୋଖରୀରେ ବୁଡି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ। ଲମତାପୁଟ ବ୍ଲକ ପିପଳପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁ ନିକଟରେ ନୂତନ ଭାବେ ଖୋଳା ଯାଇଥିବା ପୋଖରୀରେ ଜୀନୁ ବଡ଼ନାୟକଙ୍କ ୫ବର୍ଷର ପୁଅ ଯୋଗେଶ ଏବଂ ୧୦ବର୍ଷର ଝିଅ ସନ୍ତୋଷୀ ପୋଖର ରେ ବୁଡି ମୃତ୍ୟୁ ବରଣ କରିଛନ୍ତି ।…

ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ

 ଯାଜପୁର(କେନ୍ୟୁଜ):   ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ରାଧାଦେଇପୁରରେ ଅଘଟଣ। ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ସଲିଳ ସମାଧି। ନଦୀକୁ ଗାଧୋଇବାକୁ ତିନି ଜଣ ଯୁବକ ଯାଇଥିବା ବେଳେ ଦୁଇ ଜଣ ଯୁବକଙ୍କ ଗୋଡ଼ ଖସି ଯାଇ ନଦୀରେ ବୁଡି ଯାଇଥିଲେ।…