ଗାଧୋଇବାବେଳେ ଭାସିଗଲେ ୩ ସାଙ୍ଗ,୨ ଜଣଙ୍କ ମିଳିଲା ମୃତଦେହ
ଜଗତସିଂହପୁର(କେନ୍ୟୁଜ୍): ଗାଧୋଇବା ବେଳେ ଅଘଟଣ । ଦେବୀ ନଦୀରେ ଗାଧୋଇବାବେଳେ ଭାସିଗଲେ ୩ ସାଙ୍ଗ । ୨ ଜଣଙ୍କ ମୃତଦେହ ମିଳିଥିବାବେଳେ ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀରେ ଏହି ଅଘଟଣ ଘଟିଛି । ଆଜି ସକାଳେ ୪ଜଣ ସାଙ୍ଗ ନଦୀକୁ…