Browsing Tag

drowning death

ବାପଘରକୁ ବୁଲିବାକୁ ଆସିଥିବାବେଳେ ଅଘଟଣ: ପୋଖରୀରେ ବୁଡି ଏକାସାଙ୍ଗରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ

କଟକ(କେନ୍ଯୁଜ୍): ବାପଘରକୁ ବୁଲିବାକୁ ଆସିଥିବାବେଳେ ଅଘଟଣ। ପୋଖରୀରେ ବୁଡି ଏକାସାଙ୍ଗରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ। ନିଆଳି କୃଷ୍ଣ ପ୍ରସାଦ ପଞ୍ଚାୟତ ପୁରୁଣାସାତଙ୍ଗ ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ରୀତା ମିଶ୍ର ଓ ପୁଅ ରଞ୍ଜିତ ମିଶ୍ର। ସୂଚନା ଅନୁଯାୟୀ, ରୀତା ପୁଅକୁ ନେଇ…

କଇଁ ଫୁଲ ତୋଳିବା ହେଲା କାଳ, ନଦୀରେ ବୁଡ଼ି ଦୁଇ ନାବାଳକ ମୃତ

ଯାଜପୁର ଟାଉନ(କେନ୍ୟୁଜ୍‌) : କୁମାର ପୁର୍ଣମୀ ଲାଗି ନଦୀକୁ କଇଁ ଫୁଲ ତୋଲିବା ହେଲା କାଳ। ବୈତରଣୀ ନଦୀରେ ବୁଡି ଦୁଇ ନବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ମଙ୍ଗଳପୁର ଥାନା ଗୋପକୁଳ ଗ୍ରାମରେ । ସୂଚନାନୁଯାୟୀ, କୁମାର ପୂର୍ଣ୍ଣିମା ପାଇଁ ତିନି ଜଣ ବାଳକ ବୈତରଣୀ ନଦୀ ଜୋର…

ଚାନ୍ଦବାଲି : ଜୁରୁନ୍ଦା ଗାଁରେ ପୋଖରୀରେ ବୁଡ଼ି ଶିଶୁ ମୃତ

ଚାନ୍ଦବାଲି(କେନ୍ୟୁଜ୍‌) : ଚାନ୍ଦବାଲି ବ୍ଲକ ଜୁରୁନ୍ଦା ଗ୍ରାମରେ ପୋଖାରୀରେ ବୁଡ଼ି ଜଣେ ୨ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି । ଶିଶୁଟି ପୋଖରୀ ନିକଟରେ ଖେଳୁଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ସୂଚନାନୁଯାୟୀ, ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅଧୀନ ମୌସୁଧା ଫଚାୟତ…

ସମ୍ବଲପୁର ମହାନଦୀରେ ଅଘଟଣ: ନଦୀ ସୁଅରେ ଭାସି ବାପା-ପୁଅ ମୃତ, ଝିଅ ନିଖୋଜ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ମହାନଦୀରେ ଅଘଟଣ । ନଦୀ ସୁଅରେ ଭାସି ବାପା-ପୁଅ ମୃତ । ଝିଅ ନିଖୋଜ । ପେନସନ ପଡାର ଗୋଟିଏ ପରିବାର ଏକାଠି ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ବାପା ଓ ପୁଅକୁ ଉଦ୍ଧାର କରି ହସ୍ପିଟାଲରେ…

ସମ୍ବଲପୁର ମହାନଦୀରେ ଅଘଟଣ: ଜଣକୁ ଉଦ୍ଧାର କରିବାକୁ ଯାଇ ଭାସିଗଲେ ୩ ,ଜଣେ ଉଦ୍ଧାର  

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ମହାନଦୀରେ ଅଘଟଣ। ଗୋଟିଏ ପରିବାରର ତିନି ଜଣ  ମହାନଦୀ ଜଳସ୍ରୋତରେ ଭାସି ଯାଇଛନ୍ତି । ନିକଟସ୍ଥ ପେନସନ ପଡାର ଗୋଟିଏ ପରିବାର ଏକତ୍ରିତ ହୋଇ ସ୍ନାନ କରୁଥିବା ସମୟରେ ପ୍ରଖର ଜଳସ୍ରୋତରେ ଭାସି ଯାଇଥିଲେ । ଜଣକୁ ଉଦ୍ଧାର କରିବା ପାଇଁ ଗୋଟିଏ ପରେ ଗୋଟିଏ ଭାସି…

ଶାଳିଆ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୬୫ବର୍ଷିୟ ବ୍ୟକ୍ତି

ଟାଙ୍ଗୀ(କେନ୍ଯୁଜ୍):  ପୁଣି ଏକ ହୃଦୟ ବିଦରକ ଘଟଣା ଲୋକ ଲୋଚନକୁ ଆସିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଆଜି ଜଣେ ବୟସ୍କ ବ୍ୟକ୍ତି ଶୌଚ ପାଇଁ ନଈକୁ ଯାଇଥିବା ସମୟରେ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ସକାଳେ ବାଣପୁର ବ୍ଲକ୍…

୧୯ ଘଣ୍ଟା ପରେ ପଞ୍ଚସଖା ନଗର ନିକଟ ନାଳରୁ ମିଳିଲା ନିଖୋଜ ଜ୍ୟୋତିପ୍ରକାଶଙ୍କ ମୃତଦେହ

ଭୁବନେଶ୍ବର(କେନ୍ଯୁଜ୍):୧୯ ଘଣ୍ଟା ପରେ ମିଳିଲା ନିଖୋଜ ଜ୍ୟୋତିପ୍ରକାଶଙ୍କ ମୃତଦେହ। ରାତି ସାରା ଖୋଜାଖୋଜି ପରେ ଭୁବନେଶ୍ୱର ପଞ୍ଚଶାଖା ନଗର ନିକଟ ନାଳରୁ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଜ୍ୟୋତିପ୍ରକାଶ ଓରଫ ରାଜାଙ୍କୁ ଖୋଜିବା ପାଇଁ ଗତକାଲିଠୁ ଜାରି ରହିଥିଲା ଉଦ୍ୟମ ।…

ଏବେ ବି ଡ୍ରେନରେ ଭାସିଯାଇଥିବା ରାଜା ନିଖୋଜ: ରାତି ତମାମ ଖୋଜାଖୋଜି ପରେ ବି ମିଳିନି କୌଣସି ପତ୍ତା

ଭୁବନେଶ୍ୱର(କେନ୍ଯୁଜ୍): ଏବେ ବି ରାଜା ନିଖୋଜ । ରାତି ତମାମ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନି । ତାଙ୍କୁ ଖୋଜିବା ପାଇଁ ଜାରି ରହିଛି ଉଦ୍ୟମ । ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି ଜାରି ରଖିଛନ୍ତି । ଗତକାଲି ଅପରାହ୍ନରେ ରାଜଧାନୀ ରାସ୍ତାକଡ଼ ଡ୍ରେନରେ ଭାସିଗଲେ ଛାତ୍ର । ଗୋଡ ଖସି…

ଗାଧୋଇବା ବେଳେ ନଦୀରେ ବୁଡି ଦୁଇ ଭାଇ ମୃତ

ପିପିଲି(କେ ନ୍ୟୁଜ): ପୁରୀ ଜ଼ିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧନକେରା ପଞ୍ଚାୟତ ନାଗଣ ଗ୍ରାମରେ ଦୁଇ ଭାଇ ସତ୍ୟଜିତ ଏବଂ ଶୁଭଜିତ ଲୁଣା ନଦୀରେ ଗାଧୋଇବା ବେଳେ ଅସାବଧାନତା ହେତୁ ପାଣିରେ ବୁଡିଯାଇ ଥିଲେ । ଉଭୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଶିଶୁ ଭବନକୁ ନିଆଯାଇଥିଲା ସେଠାରେ ଡାକ୍ତର…

ବ୍ରାହ୍ମଣୀ ନଦୀରେ ଭାସିଯାଇ ନିଖୋଜ ଥିବା ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର

ଯାଜପୁର(କେନ୍ଯୁଜ୍): ବ୍ରାହ୍ମଣୀ ନଦୀରେ ଭାସିଯାଇ ନିଖୋଜ ଥିବା ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର। ଗଙ୍ଗାଧରପୁର ନିକଟ ଏକ ବାଉଁଶ ବୁଦା ମୂଳରୁ ମୃତଦେହ ୨ଟି ଉଦ୍ଧାର କରାଯାଇଛି। ଗତକାଲି ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପାଟ ନିକଟରେ ବନ୍ୟାଜଳରେ ଭାସିଯାଇଥିଲେ ବାପା ଏବଂ ପୁଅ । ଏଭଳି…

ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ଅଘଟଣ: ଡଙ୍ଗା ବୁଡି ୫ବର୍ଷୀୟ ଶିଶୁକନ୍ୟା ନିଖୋଜ, ୧୫ ସୁରକ୍ଷିତ ଉଦ୍ଧାର

କଣ୍ଟାମାଳ(କେନ୍ଯୁଜ୍): ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ଅଘଟଣ । ଡଙ୍ଗା ବୁଡି ୫ବର୍ଷୀୟ ଶିଶୁକନ୍ୟା ନିଖୋଜ । ୧୫ ସୁରକ୍ଷିତ ଉଦ୍ଧାର । ଗତକାଲି ଫୁଟବଲ ମ୍ୟାଚ୍‌ ଦେଖି ଫେରୁଥିବା ବେଳେ କଣ୍ଟାମାଳ କୁଲୁତାଜୋର ପଞ୍ଚାୟତ ତେଲନଦୀ ଫାସେଡ ଘାଟରେ ଡଙ୍ଗାଟି ବୁଡି ଯାଇଥିଲା । ଖବା ପାଇ ଦମକଳ…

ପୋଖରୀରେ ବୁଡି ଉଭୟ ବାପ-ଝିଅ ମୃତ

ନୂଆପଡ଼ା(କେନ୍ୟୁଜ୍‌) :  ନୂଆପଡ଼ା ଏନଏସି ଅନ୍ତର୍ଗତ ସାଲେଭଟା ଗାଁରେ ଘଟିଛି ଏକ ଅଘଟଣ । ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଉଭୟ ବାପା ଓ ୫ବର୍ଷର ଝିଅ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ପାଣିରେ ବୁଡିଯାଉଥିବା ଝିଅକୁ ଉଦ୍ଧାର କରିବାକୁ ଯାଇ ବାପାର ମୃତ୍ୟୁ ଘଟିଛି । ମୃତକ…