ବୁଢ଼ା ନଦୀରେ ଅଘଟଣ : ଗାଧୋଇବା ସମୟରେ ବୁଡି ଗଲେ ୨ ଯୁବକ
ଯାଜପୁର ଟାଉନ (କେନ୍ୟୁଜ୍) : ନଦୀରେ ଗାଧୋଇବା ସମୟରେ ବୁଡି ଗଲେ ୨ ଯୁବକ। ଜଣେ ମୃତ ଆଉ ଜଣେ ନିଖୋଜ। ଯାଜପୁର ସଦର ଥାନା ଜାଲପୁର ଘାଟରେ ବୁଢ଼ା ନଦୀରେ ଘଟିଛି ଏହି ଅଘଟଣ । ସାଙ୍ଗ ହୋଇ ଗାଧୋଇବା ସମୟରେ ବୁଡିଯାଇଥିବା ସୂଚନା ମିଳିଛି।
ମୃତକ ହେଲେ ବାସୁଦେବପୁର ପଂଚାୟତ ଜାଲପୁର ଗ୍ରାମର…