Browsing Tag

drowning

ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ: ବୁଡିଯାଇ ଯୁବକ ନିଖୋଜ

ପୁରୀ (କେନ୍ୟୁଜ): ସମୁଦ୍ରରେ ଗାଧୋଇବା ହେଲା କାଳ । ବୁଡିଗଲେ ଯୁବକ । ପୁରୀ ସମୁଦ୍ରରେ ବୁଡି ଯାଇ ପର୍ଯ୍ୟଟକ ନିଖୋଜ । ନିଖୋଜ ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଗୋଲପୁର ଅଞ୍ଚଳର ସଞ୍ଜୟ କୁମାର ଜେନା । ଆଜି ଦିନ ୧୧ଟାରେ ସୁମଦ୍ରରରା ୯ ନମ୍ବର ସେକ୍ଟରରେ ଯୁବକ ଜଣକ ଗାଧୋଉଥିବାବେଳେ…

ବରୀ ତନ୍ତୀ ଘାଇରେ ଡ଼ଙ୍ଗା ବୁଡି ୨ନାବାଳିକା ନିଖୋଜ ଘଟଣା, ଉଦ୍ଧାର ହେଲା ୨ଭଉଣୀଙ୍କ ମୃତଦେହ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ସଙ୍ଗୁଗଦେଇପୁର ନିକଟ ତନ୍ତୀ ଘାଇରେ ଡଙ୍ଗା ବୁଡି ୨ଜଣ ନାବାଳିକା ନିଖୋଜ ଘଟଣା। ନିଖୋଜ ୨ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ସଙ୍ଗୁଅଗଦେଇପୁର ଗ୍ରାମର ଇନ୍ଦ୍ରମଣି ପାତ୍ରଙ୍କ ୨ ଝିଅ ସାଗରିକା ଓ ସଂଘମିତ୍ରା। ଗତକାଲି ରାତିରେ ବଡ଼…

ପରୀକ୍ଷା ଦେବାକୁ ଯାଇ ନଦୀରେ ବୁଡି ଛାତ୍ରର ମୃତ୍ୟୁ , ଗାଁରେ ଶୋକାକୁଳ ପରିବେଶ

ରାଇରଙ୍ଗପୁର (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା କୁଚେଇବୁଢୀ ଗ୍ରାମର ଛାତ୍ର ତାରିଣୀ ପ୍ରସାଦ ଗିରିଙ୍କ ନଦୀରେ ବୁଡି ମୃତ୍ୟୁ । ପରୀକ୍ଷା ଦେବା ପାଇଁ କଟକ ଯାଇଥିବା ବେଳେ ସାଙ୍ଗ ସାଥୀଙ୍କ ସହ ବିରୂପା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ ତାରିଣୀ। ଉଦ୍ଧାର କରି କଟକ ବଡ…

ଗାଧୋଇବା ବେଳେ ବୁଡ଼ିଗଲେ ୫ ସାଙ୍ଗ, ୩ ଛାତ୍ରଙ୍କ ସଲିଳ ସମାଧି

ଭଦ୍ରକ(କେନ୍ୟୁଜ୍): ୩ ଛାତ୍ରଙ୍କ ସଲିଳ ସମାଧି । ଗାଧୋଇବା ବେଳେ ବୁଡ଼ିଗଲେ ୫ଜଣ ସାଙ୍ଗ । ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ନାଳିଆ ନଦୀରେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ…

ଦୟା ନଦୀରେ ବୁଡି ଜଣେ ଛାତ୍ର ନିଖୋଜ, ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜି ଜାରି

ଭୁବନେଶ୍ବର(କେନ୍ୟୁଜ୍): ଦୟା ନଦୀରେ ବୁଡି ଜଣେ ଛାତ୍ର ନିଖୋଜ। ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜି ଜାରି। ପାରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ଅପରାହ୍ନ ସାଢେ଼ ଚାରିଟା ସମୟରେ ଇନ୍ଦିରା କଲୋନୀର ବାସିନ୍ଦା ସୌମେନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କ ପୁଅ ସୁମିତେନ୍ଦ୍ର ସାହୁ  ବାହାର କୁ…

ଯେତେ ବୁଝାଇଲେ ମନ ବୁଝୁନି: ଗେଲ ବସରିଆ ଦୁଇ ଝିଅଙ୍କୁ ହରାଇ ଏବେ ଭାଙ୍ଗିପଡିଛି ଦୁଇ ଦୁଇଟି ପରିବାର

ଭଞ୍ଜନଗର(କେନ୍ୟୁଜ): ଝିଅକୁ ବାହୁନି ବାହୁନି କାନ୍ଦୁଛି, ମା’। ତା ଗେଲ ବସରିଆ ଝିଅର ମା ଡାକ ଆଉ ଶୁଭୁନି। ଶୁଭୁନି ତା ରୁଣୁ ଝୁଣୁ ପାଉଁଞ୍ଜି ଶବ୍ଦ। ଅଭାଗିନୀ ମାଟିର ଏହି କାନ୍ଦ ଶବ୍ଦ ଛାତିକୁ ଯେମିତି ଥରାଇ ଦେଉଛି। ଏପଟେ ବୁଢ଼ା ଜେଜେବାପା ବି’ ନିଜ କୋହ ସମ୍ଭାଳି ପାରୁନି। ନିରବି ଯାଇଛି ତା…

ସାଲେପୁର: ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ

ସାଲେପୁର(କେନ୍ୟୁଜ୍): ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀ ମୃତ୍ୟ। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନମାଲିପୁରରେ। ବଡ଼ଝିଅ ୯ ବର୍ଷର ଓ ସାନ ଝିଅ ୫ ବର୍ଷର। ଆଜି ଦୁଇ ଭଉଣୀ ସକାଳେ ଖେଳୁଥିଲେ। କିଛି ସମୟ ସେମାନଙ୍କୁ ନପାଇବାରୁ ଘରଲୋକେ ଖୋଜାଖୋଜି କଲେ । ତେବେ କିଛି ସମୟ…

ରାଜନଗର ସାତଭାୟା ଗାଁରେ ଅଘଟଣ: ପୋଖରୀରେ ବୁଡ଼ି ୩ ଶିଶୁ ମୃତ

ରାଜନଗର(କେନ୍ୟୁଜ୍): ପୋଖରୀରେ ବୁଡ଼ି ୩ ଶିଶୁ ମୃତ । ରାଜନଗର ସାତଭାୟା ଗାଁରେ ଅଘଟଣ । ଆଜି ଅପରାହ୍‌ଣ ପ୍ରାୟ ଗୋଟାଏ ବେଳେ ଗାଁର କିଛି ପିଲା ଏକ ପୋଖରୀରେ ଗାଧୋଉଥିଲେ । ହଠାତ ସେମାନଙ୍କ ମଧ୍ୟରୁ ୩ ଜଣ ପିଲା ବୁଡି ଯାଇଥିଲେ । ସାଙ୍ଗରେ ଗାଧୋଉଥିବା ପିଲାମାନେ ପାଟିକରି ଡାକିବାରୁ ଗାଁ…

ବାଲିଯାତ୍ରା ଆରମ୍ଭ ନହେଉଣୁ ମହାନଦୀରେ ଅଘଟଣ: ଗାଧୋଇବା ବେଳେ ବୁଡିଯାଇ ଜଣେ ନିଖୋଜ

କଟକ(କେନ୍ୟୁଜ୍): ବାଲିଯାତ୍ରା ଆରମ୍ଭ ନହେଉଣୁ ମହାନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡିଯାଇ ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ମହମ୍ମଦ ଇର୍ଷାଦ । ବାଲିଯାତ୍ରାକୁ ବ୍ୟବସାୟ କରିବାକୁ ଆସିଥିଲେ ମହମ୍ମଦ । ସମ୍ପର୍କୀୟଙ୍କ ସହ ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ ଇର୍ଷାଦ୍‌ ।…

କଟକ ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୧ ମୃତ, ୨ ନିଖୋଜ

କଟକ(କେନ୍ୟୁଜ୍):କେନାଲରେ ଭାସିଯାଇ ୧ ମୃତ, ୨ ନିଖୋଜ । କଟକ ଜଗତପୁର ଅଞ୍ଚଳର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ତ୍ରିଲୋଚନ ମହଲା। ଅନ୍ୟ ୨ ନିଖୋଜ ଗୋପାଳ ସାହୁ ଓ ବାଦଲ ସାହୁଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମବାହିନୀର ସର୍ଚ୍ଚ…

ବାଇକ୍‌ରେ ଯାଉଥିବାବେଳେ ହଠାତ୍ ରାସ୍ତା ଉପରକୁ ମାଡି ଆସିଲା ପାଣି: ଭାସିଗଲେ ସ୍ତ୍ରୀ, ବଞ୍ଚିଗଲେ ସ୍ୱାମୀ

ଭଞ୍ଜନଗର(କେନ୍ୟୁଜ୍): ରାସ୍ତା ଉପରକୁ ମାଡି ଆସିଲା ପାଣି । ଭାସିଗଲେ ସ୍ୱାମୀ, ସ୍ତ୍ରୀ । ସ୍ୱାମୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ସ୍ତ୍ରୀର ପତ୍ତା ମିଳିନି । ଗଞ୍ଜାମ ଜିଲ୍ଲା ଗାଲେରୀ ଫାଣ୍ଡି ନାରୀଗୋଛା ଗାଁ ନିକଟରେ ଅଘଟଣ ଘଟିଛି । ଗତକାଲି ରାତିରେ ବାଇକ୍‌ରେ ସ୍ୱାମୀ…

ପୋଖରୀକୁ ପଶିଗଲା କାର୍‌: ବଞ୍ଚିଗଲେ ସ୍ୱାମୀ, ଆଖିବୁଜିଲେ ସ୍ତ୍ରୀ

ବଲାଙ୍ଗିର(କେନ୍ୟୁଜ୍): ବଞ୍ଚିଗଲେ ସ୍ୱାମୀ, ଆଖିବୁଜିଲେ ସ୍ତ୍ରୀ। ପୋଖରୀକୁ ପଶିଗଲା କାର୍‌। ସ୍ୱାମୀ ପହଁରି କୂଳକୁ ଚାଲିଆସିଥିବାବେଳେ ସ୍ତ୍ରୀ ବୁଡିଯାଇଥିଲେ। ବଲାଙ୍ଗିର ସମ୍ବଲପୁର ରାସ୍ତା ଛତାମଖନା ନିକଟ ଜାମସରଠାରେ ଘଟିଛି ଏହି ଅଭାବନୀୟ ଘଟଣା। ଗତକାଲି ରାତିରେ ଲୋଇସିଂହା ଥାନା…