Browsing Tag

drowning

ମହାକାଳପଡ଼ା ଖରିନାସୀ ଟୁବି ଫେରିଘାଟରେ ଜଣେ ମତ୍ସଜୀବୀ ନିଖୋଜ, ଖୋଜୁଛି ଅଗ୍ନିଶମ ବିଭାଗ

ମହାକାଳପଡ଼ା(କେନ୍ଯୁଜ୍): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାସୀ ଟୁବି ଫେରିଘାଟ ନିକଟରେ ଜଣେ ମତ୍ସଜୀବୀ ନିଖୋଜ ହୋଇଥିବା ଜଣାପଡିଛି। ଖରିନାସୀ ପଂଚୟତର ବାରନମ୍ବର ଗାଁର ବାଲୁକା ହଂସଦା ଗଭୀର ସମୁଦ୍ରରୁ ପ୍ରତିଦିନ ଭଳି ଆଜି ମାଛ ମାରି ଫେରୁଥିବା ସମୟରେ ଫେରିଘାଟରେ ଅସାବଧାନତା…

ଯାଜପୁର: ଖରସ୍ରୋତା ନଦୀରେ ବୁଡି ଯୁବକ ନିଖୋଜ, ଗାଧୋଉଥିବା ବେଳେ ଭାସି ଯାଇଥିବା ସନ୍ଦେହ କରାଯାଉଛି

ଯାଜପୁର ଟାଉନ(କେନ୍ୟୁଜ୍): ନଦୀରେ ବୁଡି ଯୁବକ ନିଖୋଜ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନପୁର ନିକଟ ଖରସ୍ରୋତା ନଦୀରେ ବୁଡି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଉଛନ୍ତି ଚନ୍ଦନପୁର ଗ୍ରାମର ରବୀନ୍ଦ୍ର ସାମଲଙ୍କ ପୁଅ ସମରେନ୍ଦ୍ର। ସେ ନଦୀରେ…

କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ୯ମ ଶ୍ରେଣୀ ଛାତ୍ର ନିଖୋଜ

କାମାକ୍ଷାନଗର(କେନ୍ଯୁଜ୍): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ନବମ ଶ୍ରେଣୀ ଛାତ୍ର ନିଖୋଜ। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ…

ବାପଘରକୁ ବୁଲିବାକୁ ଆସିଥିବାବେଳେ ଅଘଟଣ: ପୋଖରୀରେ ବୁଡି ଏକାସାଙ୍ଗରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ

କଟକ(କେନ୍ଯୁଜ୍): ବାପଘରକୁ ବୁଲିବାକୁ ଆସିଥିବାବେଳେ ଅଘଟଣ। ପୋଖରୀରେ ବୁଡି ଏକାସାଙ୍ଗରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ। ନିଆଳି କୃଷ୍ଣ ପ୍ରସାଦ ପଞ୍ଚାୟତ ପୁରୁଣାସାତଙ୍ଗ ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ରୀତା ମିଶ୍ର ଓ ପୁଅ ରଞ୍ଜିତ ମିଶ୍ର। ସୂଚନା ଅନୁଯାୟୀ, ରୀତା ପୁଅକୁ ନେଇ…

ସମ୍ବଲପୁର ମହାନଦୀରେ ଅଘଟଣ: ନଦୀ ସୁଅରେ ଭାସି ବାପା-ପୁଅ ମୃତ, ଝିଅ ନିଖୋଜ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ମହାନଦୀରେ ଅଘଟଣ । ନଦୀ ସୁଅରେ ଭାସି ବାପା-ପୁଅ ମୃତ । ଝିଅ ନିଖୋଜ । ପେନସନ ପଡାର ଗୋଟିଏ ପରିବାର ଏକାଠି ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ବାପା ଓ ପୁଅକୁ ଉଦ୍ଧାର କରି ହସ୍ପିଟାଲରେ…

ଢେଙ୍କାନାଳ: ଶୌଚ ହେବାକୁ ଯାଇ ରାମିଆଳ ନଦୀରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା, ୬ କିଲୋମିଟର ପରେ ଲୋକେ କଲେ ଉଦ୍ଧାର

କାମାକ୍ଷାନଗର (କେନ୍ୟୁଜ୍):  ଶୌଚ ହେବାକୁ ଯାଇ ରାମିଆଳ ନଦୀରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା ବିଧବା ମହିଳା, ୬ କିଲୋମିଟର ପରେ ସ୍ଥାନୀୟ ଲୋକେ କଲେ ଉଦ୍ଧାରରଖେ ହରି ତ ମାରେ କିଏ। ପୂର୍ବାହ୍ନରେ ରାମିଆଳ ନଦୀର ପ୍ରଖର ଶ୍ରୋତରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା ଆଉ ୬ କିଲୋମିଟର ଦୂରରୁ…

ଶାଳିଆ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୬୫ବର୍ଷିୟ ବ୍ୟକ୍ତି

ଟାଙ୍ଗୀ(କେନ୍ଯୁଜ୍):  ପୁଣି ଏକ ହୃଦୟ ବିଦରକ ଘଟଣା ଲୋକ ଲୋଚନକୁ ଆସିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଆଜି ଜଣେ ବୟସ୍କ ବ୍ୟକ୍ତି ଶୌଚ ପାଇଁ ନଈକୁ ଯାଇଥିବା ସମୟରେ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ସକାଳେ ବାଣପୁର ବ୍ଲକ୍…

୧୯ ଘଣ୍ଟା ପରେ ପଞ୍ଚସଖା ନଗର ନିକଟ ନାଳରୁ ମିଳିଲା ନିଖୋଜ ଜ୍ୟୋତିପ୍ରକାଶଙ୍କ ମୃତଦେହ

ଭୁବନେଶ୍ବର(କେନ୍ଯୁଜ୍):୧୯ ଘଣ୍ଟା ପରେ ମିଳିଲା ନିଖୋଜ ଜ୍ୟୋତିପ୍ରକାଶଙ୍କ ମୃତଦେହ। ରାତି ସାରା ଖୋଜାଖୋଜି ପରେ ଭୁବନେଶ୍ୱର ପଞ୍ଚଶାଖା ନଗର ନିକଟ ନାଳରୁ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଜ୍ୟୋତିପ୍ରକାଶ ଓରଫ ରାଜାଙ୍କୁ ଖୋଜିବା ପାଇଁ ଗତକାଲିଠୁ ଜାରି ରହିଥିଲା ଉଦ୍ୟମ ।…

ଏବେ ବି ଡ୍ରେନରେ ଭାସିଯାଇଥିବା ରାଜା ନିଖୋଜ: ରାତି ତମାମ ଖୋଜାଖୋଜି ପରେ ବି ମିଳିନି କୌଣସି ପତ୍ତା

ଭୁବନେଶ୍ୱର(କେନ୍ଯୁଜ୍): ଏବେ ବି ରାଜା ନିଖୋଜ । ରାତି ତମାମ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନି । ତାଙ୍କୁ ଖୋଜିବା ପାଇଁ ଜାରି ରହିଛି ଉଦ୍ୟମ । ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି ଜାରି ରଖିଛନ୍ତି । ଗତକାଲି ଅପରାହ୍ନରେ ରାଜଧାନୀ ରାସ୍ତାକଡ଼ ଡ୍ରେନରେ ଭାସିଗଲେ ଛାତ୍ର । ଗୋଡ ଖସି…

ରାଜଧାନୀର ନାଳ ପାଣି ଭସାଇନେଲା: ସାଇକେଲ ସହ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର, ମିଳୁନି ପତ୍ତା

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଘଟଣା। ନାଳରେ ଭାସିଯାଇ ନାବାଳକ ନିଖୋଜ। ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଗଲେ ନାବାଳକ। ଭୁବନେଶ୍ବର ଶତାବ୍ଦୀ  ନଗର ବ୍ୟାଙ୍କ କଲୋନୀ ପାଖ ନାଳରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର। ସାଇକେଲ ନେଇ ଟ୍ୟୁସନ ଯାଉଥିବା ବେଳେ  ନାଳରେ ପଡି…

ବ୍ରାହ୍ମଣୀ ନଦୀରେ ଭାସିଯାଇ ନିଖୋଜ ଥିବା ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର

ଯାଜପୁର(କେନ୍ଯୁଜ୍): ବ୍ରାହ୍ମଣୀ ନଦୀରେ ଭାସିଯାଇ ନିଖୋଜ ଥିବା ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର। ଗଙ୍ଗାଧରପୁର ନିକଟ ଏକ ବାଉଁଶ ବୁଦା ମୂଳରୁ ମୃତଦେହ ୨ଟି ଉଦ୍ଧାର କରାଯାଇଛି। ଗତକାଲି ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପାଟ ନିକଟରେ ବନ୍ୟାଜଳରେ ଭାସିଯାଇଥିଲେ ବାପା ଏବଂ ପୁଅ । ଏଭଳି…

ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ଅଘଟଣ: ଡଙ୍ଗା ବୁଡି ୫ବର୍ଷୀୟ ଶିଶୁକନ୍ୟା ନିଖୋଜ, ୧୫ ସୁରକ୍ଷିତ ଉଦ୍ଧାର

କଣ୍ଟାମାଳ(କେନ୍ଯୁଜ୍): ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ଅଘଟଣ । ଡଙ୍ଗା ବୁଡି ୫ବର୍ଷୀୟ ଶିଶୁକନ୍ୟା ନିଖୋଜ । ୧୫ ସୁରକ୍ଷିତ ଉଦ୍ଧାର । ଗତକାଲି ଫୁଟବଲ ମ୍ୟାଚ୍‌ ଦେଖି ଫେରୁଥିବା ବେଳେ କଣ୍ଟାମାଳ କୁଲୁତାଜୋର ପଞ୍ଚାୟତ ତେଲନଦୀ ଫାସେଡ ଘାଟରେ ଡଙ୍ଗାଟି ବୁଡି ଯାଇଥିଲା । ଖବା ପାଇ ଦମକଳ…