Browsing Tag

drowning

କଟକଣା ସତ୍ତ୍ୱେ ପାଣି ଭାର ନେବା ପଡିଲା ମହଙ୍ଗା: ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ

ଜଳେଶ୍ବର(କେନ୍ଯୁଜ୍): ନଦୀରେ ବୁଡି ନାବାଳକ ନିଖୋଜ । ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ ଅଛନ୍ତି । କରୋନା କଟକଣା ସତ୍ତ୍ୱେ ନାବାଳକ ଜଣକ ପାଣି ଭାର ନେଇ ନଦୀରେ ବୁଡ ପକାଇବାକୁ ଯାଇଥିଲେ । ଅଗ୍ନିଶମବାହିନୀ ପହଂଚି ଖୋଜାଖୋଜି କରୁଛନ୍ତି ।…

ଆନନ୍ଦପୁର: ନଦୀରେ ଭାସିଯାଉଥିବାବେଳେ ଏକ ଚଟାଣରେ ଲାଖି ଗଲେ ୪ନାବାଳକ, ଉଦ୍ଧାର କଲା ଦମକଳ ବାହିନୀ

ଆନନ୍ଦପୁର: ଭାସିଯାଉଥିବାବେଳେ ଉଦ୍ଧାର। ଆନନ୍ଦପୁର ଉପଖଣ୍ଡ ବୈତରଣୀ ବ୍ଲକ ଘାଟ ନିକଟରେ ୪ଜଣ ନାବାଳକ ଗାଧୋଉଥିଲେ। ଏହି ସମୟରେ ଅଚାନକ ପାଣି ଆସିଯିବାରୁ ୨ଜଣ ଭାସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୨ଜଣ ମଧ୍ୟ ପାଣିରେ ଭାସି ଯାଇଥିଲେ। କିଛି ବାଟ ଭାସିଯିବାପରେ ଏକ ଚଟାଣରେ…

କେନ୍ଦୁଝର: ନଦୀରେ ବୁଡି ୩ବର୍ଷର ଶିଶୁ କନ୍ୟା ମୃତ

କେନ୍ଦୁଝର: ନଦୀରେ ବୁଡି ୩ବର୍ଷର ଶିଶୁ କନ୍ୟା ମୃତ । ମୃତକ କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଚମ୍ପୁଆ ବସ୍ତିର ଗଙ୍ଗାଧର ମୁଣ୍ଡାଙ୍କ ଝିଅ ସୁନିଆ ମୁଣ୍ଡା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପରିବାରର ଅନୁପସ୍ଥିତିରେ ଶିଶୁ କନ୍ୟା ଘରଠାରୁ ଅଳ୍ପ ଦୂରରେ…

ମାଲକାନଗିରି ତାରଲାକଟା-C କଲୋନୀ ଗାଁରେ ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ୨ଶିଶୁ ପୁତ୍ର ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକଟା-C କଲୋନୀ ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ର ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବୟସ ୭ରୁ ୮ ବର୍ଷ ହେବ। ମୃତ ଶିଶୁ ପୁତ୍ର ହେଲେ ମେଘ ଖରା ଓ ଶିଶୁ କନ୍ୟା ରଞ୍ଜତା ଗଲରି । ସାଙ୍ଗ…

ବାଙ୍କୁଆଳ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୪ ସାଙ୍ଗ: ବଞ୍ଚିଗଲେ ତିନି, ଜଣେ ମୃତ

ଭୁବନେଶ୍ବର: ବାଙ୍କୁଆଳ କୁଆଖାଇ ନଦୀରେ ଅଘଟଣ । ୪ ଜଣ ସାଙ୍ଗ ନଦୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ । ୩ ଜଣ ଯୁବକ କୂଳକୁ ଚାଲି ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ, ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରୁ ଚାରିଜଣ ବାଳକ…

ଗୁଜୁରାଟ: ଗାଧୋଉଥିବା ବେଳେ କେନାଲରେ ବୁଡି ଓଡିଆ ଯୁବକ ମୃତ

ଗୁଜୁରାଟ: ଗାଧୋଉଥିବା ବେଳେ କେନାଲରେ ବୁଡି ଯୁବକ ମୃତ । ମୃତକ ଜଣକ ହେଉଛନ୍ତି ସୋର ଥାନା ବର୍ତ୍ତନା ଗାଁର ଶମ୍ଭୁନାଥ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର । ଗୁଜୁରାଟର ମୁରବି ଜିଲ୍ଲା ଲଗଜିପୁର ରୋଡ଼ର ଏକ ଟାଇଲସ କମ୍ପାନୀରେ ଶ୍ରମିକ ଭାବେ କାମ କରନ୍ତି ପୂର୍ଣ୍ଣଚନ୍ଦ୍ର । ଗତ ୨ ତାରିଖ ଦିନ…

କଟକ ସାମନ୍ତରାପୁର ଅଞ୍ଚଳରେ ପୋଖରୀରେ ବୁଡି ଗଲା ଯୁବକଙ୍କ ଜୀବନ

କଟକ: ପୋଖରୀରେ ବୁଡି ଗଲା ଜୀବନ। କଟକ କିଶନନଗର ଥାନା ଅଧୀନ ସାମନ୍ତରାପୁର ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଚିନ୍ତାମଣି ବେହେରା। ସକଳୁ ସେ ଶୌଚ ହେବା ପାଇଁ ଯାଇଥିବାବେଳେ ଗୋଡ ଖସିଯାଇ ପୋଖରୀରେ ବୁଡି ଯାଇଥିଲେ। ଦୀର୍ଘ ଘଣ୍ଟା ଧରି ଘରକୁ ନଫେରିବାରୁ ପରିବାରଲୋକେ…

ଗାଧୋଇବା ବେଳେ ଜଗତପୁର କେନାଲରେ ଭାସିଗଲେ ତିନି ଛାତ୍ର, ଦୁଇ ଜଣ ଉଦ୍ଧାର ଓ ଜଣେ ନିଖୋଜ

କଟକ : ଜଗତପୁର ସ୍ଥିତ କେନ୍ଦ୍ରାପଡା କେନାଲକୁ ଗାଧୋଇବାକୁ ଯାଇ ଭାସିଗଲେ ତିନି ଜଣ ଛାତ୍ର । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛି । ନାନାକାର ଗ୍ରାମର ତିନି ଜଣ ଛାତ୍ର କେନାଲରେ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ…

ଟ୍ରାକ୍ଟର ଗାଡି ଧୋଉଥିବା ବେଳେ କେନାଲରେ ପଡି ଯୁବକଙ୍କ ମୃତ୍ଯୁ

ସାଲେପୁର(କେନ୍ଯୁଜ୍): ସାଲେପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁ କେନାଲରେ ନିଜ ଟ୍ରାକ୍ଟର ଗାଡି ଧୋଉଥିବା ବେଳେ କେନାଲରେ ପଡି ଯୁବକଙ୍କ ମୃତ୍ଯୁ। ମୃତକ ଜଣକ ହେଲେ ମିର୍ଜାପୁର ଗ୍ରାମର ଲୋକନାଥ ଲେଙ୍କାଙ୍କ ପୁଅ ସୁନୀଲ କୁମାର ଲେଙ୍କା ବୋଲି ଜଣାପଡିଛି।…

ରଖେ ହରି ତ ମାରେ କିଏ, ଭାସି ଯାଉଥିବାବେଳେ ଉଦ୍ଧାର ହେଲା ନାବାଳକ

ବଣାଇ (କେନ୍ୟୁଜ) : କଥାରେ ଅଛି ରଖେ ହରି ତ ମାରେ କିଏ। ଯାହାର ଆୟୁଷ ପୂରି ନଥିବ ତାକୁ କଣ ଯମ ନେଇପାରେ। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ କେ.ବଲାଙ୍ଗ ଥାନା କମାରପୋଷ ଗାଁରେ। ସୂଚନା ଅନୁଯାୟୀ କୁରାଢ଼ିନାଳକୁ ପାଞ୍ଚ ଜଣ ନାବାଳକ ଗାଧୋଉଥିବାବେଳେ ହଠାତ ଉପରେ ଥିବା ଡ୍ୟାମ…

ଯେଉଁଠି ମଣିଷ ମୁହଁ ବୁଲାଇ ଚାଲି ଯାଉଛନ୍ତି ସେଇଠି ପଶୁ କରୁଛି ସାହାଯ୍ୟ ! ପାଣିରେ ପଡି ଛଟପଟ ହେଉଥିବା କାଉକୁ…

ବର୍ତ୍ତମାନ ସୋସିଆଲ ମିଡିଆରେ କାଉ ଏବଂ ଭାଲୁକୁର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଦୁଇ ପଶୁଙ୍କର ଏହି ଭିଡିଓ ଦେଖିଲେ ଆପଣ ବି କହିବେ ମଣିଷଙ୍କୁ ଏହି ପଶୁଙ୍କ ଠାରୁ କିଛି ଶିକ୍ଷା କରିବା ଉଚିତ। ସାଧାରଣତଃ ଲୋକମାନେ କାହାକୁ ଅସୁବିଧାରେ ଦେଖିଲେ ମୁହଁ ବୁଲାଇ ଯାଉଛନ୍ତି। ଭାବନ୍ତି କିଏ…

ଯାଜପୁର ଲିଙ୍ଗେଶ୍ୱର ଘାଟ ଓ ଭଦ୍ରକ ବୈତରଣୀରେ ବୁଡିଗଲା ୧୧ଟି ହାଇଓ୍ଵା ଗାଡି, ବାଲି ନେବାକୁ ଆସିଥିବାବେଳେ ହଠାତ୍…

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଲିଙ୍ଗେଶ୍ୱର ଘାଟରେ ବୁଡିଗଲା ୫ଟି ହାଇଓ୍ଵା ଗାଡି। ବାଲି ନେବାକୁ ଆସିଥିବାବେଳେ ଏହି ଭଳି ଅଘଟଣା ଘଟିଛି । ହାଇଓ୍ଵା ଗୁଡିକ ବାଲି ଉଠାଥିବାବେଳେ ବେଳେ ହଠାତ ଚେକପୋଷ୍ଟରୁ ପାଣି ଛାଡିଦିଆଯାଇଥିଲା। ଫଳରେ ଗାଡି ଗୁଡିକ ସଂପୂର୍ଣ୍ଣ ବୁଡି ଯାଇଥିବାର…