DRS ନିୟମ ପରିବର୍ତ୍ତନ ପାଇଁ ଦାବି କଲେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ, ହେଲେ କାହିଁକି
ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚକୁ ୪୩୪ ରନରେ ଜିତିନେଇଛି ଭାରତ । ସିରିଜ ୨-୧ରେ ଭାରତ ଆଗୁଆ ରହିଛି । ରାଜକୋଟରେ ଭାରତ ଇଂଲଣ୍ଡକୁ ୫୫୭ ରନର ଟାର୍ଗେଟ ଦେଇଥିଲା । ଯାହାକୁ ଲକ୍ଷ୍ୟ କରି ଇଂଲଣ୍ଡ କେବଳ ୧୨୨ ରନ୍ କରି ଅଲଆଉଟ ହୋଇଯାଇଥିଲା । ଭାରତୀୟ ଟିମ୍ ୪୩୪ ରନ୍ରେ…