Browsing Tag

drug case

କଂଗ୍ରେସ ବିଧାୟକ ଗିରଫ, ୮ ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ସକାଳୁ ଉଠାଇନେଲା ପୋଲିସ

ଡ୍ରଗ୍ସ ମାମଲାରେ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖେରା ଗିରଫ । ପୋଲିସ କଂଗ୍ରେସ ବିଧାୟକଙ୍କୁ ଚଣ୍ଡୀଗଡ ସ୍ଥିତ ସେକ୍ଟର-୫ ବାସଭବନରୁ ଗିରଫ କରିଛି । ୨୦୧୫ର ନାର୍କୋଟିକ ଡ୍ରଗସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ (ଏନଡିପିଏସ) ଆକ୍ଟ ଆଧାରରେ ବିଧାୟକ ଗିରଫ ହୋଇଥିବା ସୂଚନା ମିଳିଛି ।…

ଜେଲରୁ ମୁକୁଳିଲେ ଅଭିନେତ୍ରୀ କ୍ରିସନ ପରେରା, ମିଛ ଡ୍ରଗ୍ସ କେସରେ ଶାରଜାହ ବିମାନବନ୍ଦରରୁ ହୋଇଥିଲେ ଗିରଫ

ଶେଷରେ ଜେଲରୁ ମୁକୁଳିଲେ ଅଭିନେତ୍ରୀ କ୍ରିସନ ପରୋରା । ଅଭିନେତ୍ରୀ ଜେଲରୁ ମୁକୁଳିବା ପରେ ମା’ ଙ୍କ ଖୁସି ନ କହିଲେ ସରେ । ଡ୍ରଗ୍ସ କେସରେ ମିଛରେ ଫସାଯାଇ ଦୁବାଇର ଶାରଜାହ ଏୟାରପୋର୍ଟରୁ ଧରାପଡିଥିଲେ । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଡ୍ରଗ୍ସ କାରବାର ମାମଲାରେ ଅଭିନେତ୍ରୀଙ୍କୁ ଫସାଇଥିବା ଦୁଇ…

ଦୁବାଇ ଜେଲରେ ବଲିଉଡ ଅଭିନେତ୍ରୀ କ୍ରିସନ ପରେରା, ଡ୍ରଗ୍ସ ମାମଲାରେ ଅଭିନେତ୍ରୀଙ୍କୁ ଫସାଇଥିବା ଦୁଇଜଣଙ୍କୁ ଗିରଫ କଲା…

ବଲିଉଡ ଅଭିନେତ୍ରୀ କ୍ରିସନ ପରେରା ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇ ଦୁବାଇ ଜେଲରେ ବନ୍ଦୀ ହୋଇ ରହିଛନ୍ତି । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଡ୍ରଗ୍ସ କାରବାର ମାଲାରେ ଅଭିନେତ୍ରୀଙ୍କୁ ଫସାଇଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଏବେ କ୍ରିସନ ପରେରା ଦୁବାଇରେ ଶାରଜାହ ଜେଲରେ ରହିଛନ୍ତି ।…

ବଢିଲା ଭାରତୀ ଏବଂ ହର୍ଷଙ୍କ ସମସ୍ୟା, ଡ୍ରଗ୍ସ ମାମଲାରେ ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଏନସିବି

ପୁଣି ମୁସ୍କିଲରେ ପଡିଲେ କମେଡି କୁଇନ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲାରେ ଭାରତୀ ଏବଂ ହର୍ଷଙ୍କୁ ଏନସିବି ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି। ଏନସିବି ଦୁହିଁଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ଏହି ମାମଲାରେ ଦୁହେଁ ପୂର୍ବରୁ ଜେଲ…

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଆର୍ଯ୍ୟନ୍‌ ଖାନ୍‌, କହିଲେ- ‘ଏସବୁ ମୋ ପ୍ରତିଷ୍ଠାକୁ ନଷ୍ଟ କରିବାକୁ ଯୋଜନା ଥିଲା’

ଡ୍ରଗ୍ସ କେସ୍‌ ସମ୍ପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌। ସେ ସିଧାସଳଖ ଏ ବାବଦରେ କିଛି କହିନଥିବା ବେଳେ ଏନ୍‌ସିବିର ଡେପୁଟି ଡାଇରେକ୍ଟର ଏକ ଇଣ୍ଟରଭ୍ୟୁରେ ଆର୍ଯ୍ୟନ୍‌ଙ୍କ ବୟାନ ବିଷୟରେ ଖୁଲାସା କରିଛନ୍ତି। ଏନ୍‌ସିବି ଡେପୁଟି ଡାଇରେକ୍ଟର ସଞ୍ଜୟ ସିଂହ…

ଆର୍ଯ୍ୟନ ଖାନ ଡ୍ରଗ କେସ୍‌ର ମୁଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କ ମୃତ୍ୟୁ, ସମୀର ଓ୍ଵାଙ୍ଖେଡ ଉପରେ ଲଗାଇଥିଲେ ୨୫ କୋଟି…

ମୁମ୍ବାଇରେ ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କ ଶୁକ୍ରବାର ମୃତ୍ୟୁ ହୋଇଯାଇଛି । ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଓକିଲ ତୁଷାର ଖଣ୍ଡାରେ କହିଛନ୍ତି । ଘରେ ହିଁ ସେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ତାଙ୍କ ପାର୍ଥିବ ଶରୀରକୁ ଆଜି ସକାଳେ…

ଆର୍ଯ୍ୟନଙ୍କୁ ଜେଲ୍‌ ନା ବେଲ୍‌ ! ବମ୍ବେ ହାଇକୋର୍ଟରେ ଆଜି ଶୁଣାଣି

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଥର ରୋଡ ଜେଲରେ ରହିଛନ୍ତି। ଆଜି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଶୁଣାଣି ହେବ। ତାଙ୍କର ଜାମିନ ଆବେଦନ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ…

ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗ୍ରାବିଏଲଙ୍କ ଭାଇ ଗିରଫ, ଡ୍ରଗ୍ସ କେସରେ ଧରିଲା ଏନସିବି

ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗ୍ରାବିଏଲଙ୍କ ଭାଇ ଆଗିସିଲୋସ ଡେମେଟ୍ରିୟାଡେସଙ୍କୁ ଗିରଫ କଲା ଏନ୍‌ସିବି। ଗୋଆରେ ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ଶନିବାର ଆଗିସିଲୋସ୍‌ଙ୍କୁ ଗିରଫ କରାଯାଇଛି। ଏନେଇ ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ କହିଛନ୍ତି…

ଡ୍ରଗ୍ସ କାରବାର ମାମଲାରେ ଅଭିନେତା ଅରମାନ କୋହଲିଙ୍କୁ ଗିରଫ କଲା NCB

ଅଭିନେତା ଅରମାନ କୋହଲି ଗିରଫ । ଅରମାନ କୋହଲିଙ୍କୁ ଗିରଫ କଲା NCB । ଦୀର୍ଘ ୧୨ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଶନିବାର ସନ୍ଧ୍ୟାରେ NCB ଅରମାନଙ୍କ ଘରେ ରେଡ୍ କରିଥିଲେ । ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା । NCB କହିବା ମୁତାବକ ଡ୍ରଗ୍ସ ମାପିଆଙ୍କୁ ଖୋଜି…

ଡ୍ରଗ୍ସ ମାମଲାରେ ମୁହଁ ଖୋଲିଲେ ଅରବାଜ ଖାନ, ରଖିଲେ ଏଭଳି ପ୍ରତିକ୍ରିୟା

ଡ୍ରଗ୍ସ ମାମଲାରେ ମୁହଁ ଖୋଲିଲେ ବଲିଉଡ଼ ଆକ୍ଟର ତଥା ପ୍ରଡ୍ୟୁସର ଅରବାଜ ଖାନ। ନିକଟ ଅତୀତରେ ଏକ ଇଣ୍ଟରଭ୍ୟୁରେ ଅରବାଜ ଏସମ୍ପର୍କରେ ଖୋଲିଥିଲେ ରାଜ। ଏହି ଇଣ୍ଟରଭ୍ୟୁରେ ଅରବାଜ ସୁଶାନ୍ତ ସିଂଙ୍କୁ ନେଇ ଆରମ୍ଭ ହୋଇଥିବା ଡ୍ରଗ୍ସ ମାମଲା ସମ୍ପର୍କରେ ମୁହଁ ଖୋଲିଥିଲେ । ଏହାକୁ ନେଇ ସେ ଅନେକ କଥା…

ଡ୍ରଗ୍ସ ମାମଲାରେ କରନ ଜୋହରଙ୍କୁ ଏନ୍‌ସିବି ମାଗିଲା ତଥ୍ୟ

ମୁମ୍ବାଇ : ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା କରନ ଜୋହରଙ୍କ ଠାରୁ ଏନ୍‌ସିବି କିଛି ତଥ୍ୟ ଚାହିଁଛି । ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ନାରକୋଟିକ୍ସ ବ୍ୟୁରୋ ପକ୍ଷରୁ କରଣଙ୍କ ସହ ସମ୍ପର୍କରେ ଥିବା କିଛି ଲୋକଙ୍କୁ ସମନ୍‌ କରିଛି । ଭାଇରାଲ ଭିଡିଓ ନେଇ ସେମାନଙ୍କୁ ପଚରା…

ଭାରତୀଙ୍କ ଘରେ କିଏ ଗଂଜେଇ ରଖି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି, ରାକ୍ଷୀଙ୍କ ଭିଡିଓ ହେଉଛି ଭାଇରଲ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଲା। ଏହି ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏନ୍ସିବି ଡ୍ରଗ୍ସ ସମ୍ପର୍କିତ ଏକ ଲମ୍ବା ତାଲିକାର ପର୍ଦ୍ଦାଫାସ କରିଛି। ଯେଉଁଥିରେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆରମ୍ଭ କରି ଟିଭି ଜଗତର ସେଲିବ୍ରିଟି…