ଉଚ୍ଚଶିକ୍ଷା ପକ୍ଷରୁ ବଡ଼ ନିଷ୍ପତ୍ତି, ନିଶା ମୁକ୍ତ ହେବ କଲେଜ କ୍ୟାମ୍ପସ
ଭୁବନେଶ୍ୱର : ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ । ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି । ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରି କଲା ଉଚ୍ଚଶିକ୍ଷା ବିଭାଗ । ବିଭାଗ ଗଷ୍ଟ କରିଛି ଯେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାରେ କଲେଜ ହେବ ନିଶା…