ସଂପୂର୍ଣ୍ଣ ନିଶା ମୁକ୍ତ ହେବ ରାଜ୍ୟର ସବୁ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ
ଭୁବନେଶ୍ୱର : ସଂପୂର୍ଣ୍ଣ ନିଶା ମୁକ୍ତ ହେବ ରାଜ୍ୟର ସବୁ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ। କେବଳ ଛାତ୍ରଛାତ୍ରୀ ନୁହେଁ ଅଧ୍ୟାପକ ମାନେ ବି ଏଣିକି ଦାଖଲ କରିବେ Anti Drug Declaration । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ଵବିଦ୍ୟାଳୟ ଅଧ୍ୟାପକ Anti Drug Declaration…