Browsing Tag

drug kingpin sk raja

ବ୍ରାଉନସୁଗାର ବେପାରୀ ରାଜାର ବିଦେଶ ଲିଙ୍କ୍, ଦେଶ ବାହାରକୁ ଯିବ କ୍ରାଇମବ୍ରାଞ୍ଚ ଏସଟିଏଫ

ଭୁବନେଶ୍ବର(କେନ୍ୟୁଜ୍): ଖୋଲିଲା ଡ୍ରଗ୍ସ ମାଫିଆ ଏସ୍‌. କେ. ରାଜାର ବିଦେଶ ଚୋରା ବେପାର। ବ୍ରାଉନସୁଗାର ବେପାରର ଚେର ଖୋଜିବାକୁ ଦେଶ ବାହାରକୁ ଯିବ କ୍ରାଇମବ୍ରାଞ୍ଚ ଏସଟିଏଫ। ବାଂଲାଦେଶ ଓ ଭୁଟାନ ଯାଇ ଛାନଭିନ କରିବ ଏସଟିଏଫ ଟିମ୍‌। ସେପଟେ ଡ୍ରଗ୍ସ ମାଫିଆ ଏସ୍‌. କେ. ରାଜାର କଳା ସାମ୍ରାଜ୍ୟ…

ଭୁଶୁଡ଼ିବ ଡ୍ରଗ୍ସ ମାଫିଆ ଏସ୍‌. କେ. ରାଜାର କଳା ସାମ୍ରାଜ୍ୟ, ଆଟାଚ୍‌ ହେବ ବ୍ରାଉନ୍‌ ସୁଗାର ବେପାରୀର ସମ୍ପତ୍ତି

ବାଲେଶ୍ୱର(କେନ୍ୟୁଜ୍): ଭୁଶୁଡ଼ିବ ଡ୍ରଗ୍ସ ମାଫିଆ ଏସ୍‌. କେ. ରାଜାର କଳା ସାମ୍ରାଜ୍ୟ। ଆଟାଚ୍‌ ହେବ ବ୍ରାଉନ୍‌ ସୁଗାର ବେପାରୀର ସମ୍ପତ୍ତି। ଏନେଇ ପଦକ୍ଷେପ ନେବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌। କୋଲକାତା ସ୍ଥିତ ଅଧୀକୃତ ଅଫିସକୁ ଚିଠି ଲେଖିଛି ଏସଟିଏଫ୍‌। ବାଲେଶ୍ୱରରେ ଏସ୍‌. କେ.…

ଖୋଲିବ ଧଳା ଜହର କାରବାରର ଗୁମର, ୭ ଦିନିଆ ରିମାଣ୍ଡରେ ଆସିବ ଡ୍ରଗ୍‌ସ ମାଫିଆ ଏସ୍‌. କେ. ରାଜା

ଭୁବନେଶ୍ୱର(କେନ୍ୟୁଜ୍): ଖୋଲିବ ଧଳା ଜହର କାରବାରର କଳା ଗୁମର। ରିମାଣ୍ଡରେ ଆସିବ ଡ୍ରଗ୍‌ସ ମାଫିଆ ଏସ୍‌. କେ. ରାଜା । ଆଜିଠାରୁ ରାଜାକୁ ୭ ଦିନିଆ ରିମାଣ୍ଡରେ ଆଣିବ STF। ଏନେଇ ଗତକାଲି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି। ଅଫ୍‌ଗାନିସ୍ତାନ ଓ ବାଂଲାଦେଶ ଲିଙ୍କର ଅଧିକ ଖୋଲତାଡ…