Browsing Tag

drug mafia attack

ନିଶା ମାଫିଆଙ୍କ ଆକ୍ରମଣରେ ପୋଲିସ ଏସଆଇ ଆହତ, ୪ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ନିଶା ମାଫିଆଙ୍କ ଦୌରାତ୍ମ୍ୟ। ନିଶା ମାଫିଆଙ୍କ ଆକ୍ରମଣରେ ୨ ପୋଲିସ ଆହତ । ଭୁବନେଶ୍ବର ଧଉଳି ଥାନା SI ସନ୍ତୋଷ ବଳ ଆକ୍ରମଣରେ ଗୁରୁତର । ଅନ୍ୟ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଖବର ଅନୁଯାୟୀ,  ଧଉଳି ଥାନା ଏସବିଆଇ ସମ୍ମୁଖରେ ଥିବା ଏକ…