Browsing Tag

drug Teicoplanin

ଭଲ ଖବର ଦେଲା ଆଇଆଇଟି ଦିଲ୍ଲୀ, କରୋନା ଚିକିତ୍ସାରେ ବେଶ ଫଳପ୍ରଦ ହେଉଛି ଟେଇକୋପ୍ଲାନିନ୍‌ ଡ୍ରଗ୍ସ

କେନ୍ୟୁଜ (ବ୍ୟୁରୋ): କରୋନା ସଂକଟ ଓ ଚିକିତ୍ସା ଭିତରେ ଆଉ ଏକ ଭଲ ଖବର ଦେଲା ଆଇଆଇଟି ଦିଲ୍ଲୀ । ଗବେଷଣାରୁ ସାମନାକୁ ଆସିଛି ଆଉ ଏକ ଔଷଧର ଉପାଦେୟତା । କରୋନା ଚିକିତ୍ସାରେ ବେଶ ଫଳପ୍ରଦ ହେଉଛି ଟେଇକୋପ୍ଲାନିନ୍‌ ଡ୍ରଗ୍ସ । ଏବେ କୋଭିଡ୍‌ ଚିକିତ୍ସାରେ ବ୍ୟବହୃତ ଅନ୍ୟ ଔଷଧ ତୁଳନାରେ ୧୦ ଗୁଣା…