Browsing Tag

drugs in bollywood

ଡ୍ରଗ୍ସ କେସ୍‌ରେ ପୁଣିଥରେ ଏନ୍‌ସିବି ଅଫିସରେ ପହଞ୍ଚିଲେ କମେଡିଆନ୍‌ ଭାରତୀ ସିଂହ ଓ ସ୍ୱାମୀ ହର୍ଷ, ଖୋଲିଲେ ବଡ଼ ଗୁମର

ପୁଣିଥରେ ଏନ୍‌ସିବି ଅଫିସରେ ପହଞ୍ଚିଲେ କମେଡିଆନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବଚିଆ। ଉଭୟେ ଏନ୍‌ସିବି ଅଫିସ ଯାଉଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଭାରତୀ ଓ ହର୍ଷଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଡ୍ରଗ୍ସ ମାମଲାରେ ପୁନର୍ବାର ପଚରାଉଚରା କରିବାକୁ…

ବଲିଉଡ ପାର୍ଟିରେ ଡ୍ରଗ୍ସ ଅଫର କରାଯାଏ, ନ ନେଲେ ଇଣ୍ଡଷ୍ଟ୍ରୀରୁ ବଏକଟ ପାଇଁ ଧମକ ମିଳେ: ଅକ୍ଷରା ସିଂ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନସିବିର ତଦନ୍ତ ପରେ ଜଣେ ଜଣେ ଫିଲ୍ମଷ୍ଟାରଙ୍କ ଡ୍ରଗ୍ସ କନେକ୍ସନର ଗୁମର ଖୋଲୁଛି। ଏନସିବି ଏବେ ଏହି ମାମଲାର ତଦନ୍ତରେ ଖୁବ୍ ସକ୍ରିୟ ହୋଇପଡିଛି। ସାରା ଅଲ୍ଲୀ ଖାନଙ୍କ ପରେ ଏବେ ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦୁକୋନ, ଦିୟା…