ବିଳମ୍ବିତ ରାତିରେ ରାଜଧାନୀରେ ଛାତିଥରା ଦୁର୍ଘଟଣା, ଝୁମ୍ପୁଡି ଭିତରକୁ ପଶିଗଲା SUV କାର୍
ଭୁବନେଶ୍ୱର : ବିଳମ୍ବିତ ରାତିରେ ରାଜଧାନୀରେ ଛାତିଥରା ଦୁର୍ଘଟଣା । ଆତଙ୍କ ଖେଳାଇଲା ନିଶାସକ୍ତ ଡ୍ରାଇଭର । ଝୁମ୍ପୁଡିରେ ପଶିଗଲା SUV କାର୍ । ଅଳ୍ପକେ ବର୍ତ୍ତିଗଲେ ଘର ଭିତରେ ଥିବା ଲୋକ । ଗାଡ଼ିଟି ଜୋରରେ ପିଟି ହେବା କାରଣରୁ ଝୁମ୍ପୁଡ଼ି ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଭୁବନେଶ୍ବର…