ମଦ୍ୟପ ଟ୍ରକ୍ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ଜଣଙ୍କ ଉପରେ ଚଢ଼ାଇଲା ଟ୍ରକ୍, ପରେ ଭାଙ୍ଗିଲା ଦୋକାନ ଓ ଦୁଇଟି ଘର
ସୋରଡ଼ା : ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ଛକରେ ସିରିଜ ଦୁର୍ଘଟଣା ହୋଇଛି । ଗୋଟିଏ ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ ଦୋକାନ, ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ ଓ ସାଇକେଲ ଉପରେ ଚଢାଇ ଦେଇଛି । ଘଟଣାସ୍ଥଳରେ ଢ଼ଉଗାଁର ଜଣେ ଯୁବକ…