ରାଜଧାନୀରେ ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ କଲେ ନାକେଦମ
ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କ ହାଇଡ୍ରାମା । ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କଲେ ଯୁବତୀ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ବାର୍ ସାମ୍ନାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଯୁବତୀ ଜଣକ ହଙ୍ଗାମା କରିଥିଲେ । ପରେ ପୋଲିସ ଓ ହର୍ ଟିମ୍ ଉଦ୍ଧାର କରି ଯୁବତୀଙ୍କୁ…